Latest Odisha News

BREAKING NEWS

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ତତ୍ପରତା: SIR ସରିବା ପରେ ଅକ୍ଟୋବରରୁ ରାଜ୍ୟରେ ଭୋଟର ତାଲିକା ପ୍ରସ୍ତୁତି

ଭୁବନେଶ୍ୱର: ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଜିଲ୍ଲାପାଳଙ୍କ ସହ ଏସ୍ ଇସିଙ୍କ ଭିଡିଓ ବୈଠକ। ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ପ୍ରଶାସନ ସହ ଜଡ଼ିତ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ। ବୈଠକରେ ୨୦୨୭…

ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ପ୍ରଶାସନିକ ପରିବର୍ତ୍ତନ କରାଯାଇଛି। ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ‘ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ (Regional Directorate of Education)’ର ନାମ ପରିବର୍ତ୍ତନ କରି ‘ଆଞ୍ଚଳିକ…

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ବିଶ୍ୱହିନ୍ଦୁ ପରିଷଦ

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ବିଶ୍ୱହିନ୍ଦୁ ପରିଷଦ। ଏଥିସହିତ ନିଖୋଜ କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରାଯାଇଛି। କନ୍ଧମାଳରେ ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ଚାରିଜଣ ଶିଷ୍ୟଙ୍କ ହତ୍ୟା ଘଟଣାର…

CJP ପ୍ରତିନିଧିଙ୍କ ସହ ସାକ୍ଷାତ ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ନଡ୍ଡା, ପ୍ରତିବାଦ ଶେଷ କରିବାକୁ କଲେ ଅପିଲ୍

ନୂଆଦିଲ୍ଲୀ: କୋକ୍ରୋଚ୍ ଜନତା ପାର୍ଟି (CJP) ଦ୍ୱାରା "ଚଲୋ ସଂସଦ" ଡାକରା ମଧ୍ୟରେ, CJP ଦାବି କରିଛି ଯେ ସରକାର ସେମାନଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ। ଏହି ସମୟରେ, କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଯେ ପ୍ରତିବାଦକାରୀମାନେ ଆଲୋଚନା ପ୍ରସ୍ତାବ ଦେଇଥିଲେ। କକ୍ରୋଚ ଜନତା…

ସୁସ୍ଥ ହୋଇ ଘରକୁ ଫେରିଲେ ବିଗ୍‌ ବି

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ବିଗ୍‌ ବି ଅମିତାଭ ବଚ୍ଚନ। ଅସୁସ୍ଥତା ନେଇ ବ୍ୟକ୍ତିଗତ ବ୍ଲଗ୍‌ରେ ଦେଇଥିଲେ ସୂଚନା। ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ନିୟମିତ ଭାବରେ ବ୍ଲଗ୍ ମଧ୍ୟ ଲେଖନ୍ତି। ନିକଟରେ ବ୍ଲଗରେ ସେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କିଛି ପ୍ରକାଶ କରିଥିଲେ…

‘ମୋ ଜୀବନର କାହାଣୀ କୌଣସି ସିନେମା ଠାରୁ କମ୍ ନୁହେଁ’

ମୁମ୍ବାଇ: ‘ମୋ ଜୀବନର କାହାଣୀ କୌଣସି ସିନେମା ଠାରୁ କମ୍ ନୁହେଁ’... ଏହା ଆମେ କହୁନୁ, ଏହା କହିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଶେହନାଜ ଗିଲ୍। 'ବିଗ୍ ବସ୍-13' ରୁ ଘରେ ଘରେ ପରିଚିତ ହୋଇଥିବା ଶେହନାଜ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଇଶ୍କନାମା’ (Ishqnama) କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିଜ…

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅତ୍ୟାଧୁନିକ ‘ଜିନ୍ଦଲ ଆରୋଗ୍ୟମ ହସ୍ପିଟାଲ’ ଲୋକାର୍ପଣ

ଯୋଡ଼ା/ବଡବିଲ: ପବିତ୍ର ହେରାପଞ୍ଚମୀ ଅବସରରେ ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କେନ୍ଦୁଝର ଜିଲ୍ଳା ବଡବିଲ ସ୍ଥିତ ଦେଓଝର ଠାରେ ଏକ ଅତ୍ୟାଧୁନିକ ମଲ୍ଟିସ୍ପେଶିଆଲିଷ୍ଟ ୨୫ ଶଯ୍ୟା ବିଶିଷ୍ଟ ଜିନ୍ଦଲ ଆରୋଗ୍ୟମ କମ୍ୟୁନିଟି ହସ୍ପିଟାଲ ଉଦଘାଟନ କରାଯାଇଛି। ଏହାସହ…

ଗଞ୍ଜେଇ ଚୋରାଚାଲାଣ ଘଟଣାରେ ସମ୍ପୃକ୍ତି ନେଇ ଇନ୍ସପେକ୍ଟର ନିଲମ୍ବିତ

ଭୁବନେଶ୍ୱର: ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଇନ୍ସପେକ୍ଟର ସୁସ୍ମିତା ମଗରଙ୍କୁ ଘୋର ଅସଦାଚରଣ ଏବଂ କର୍ତ୍ତବ୍ୟରେ ଅବହେଳା ପାଇଁ ଓଡ଼ିଶା ପୋଲିସ ନିଲମ୍ବନ କରିଛି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ ବି ଖୁରାନିଆ ସୋମବାର ଆଦେଶ ଜାରି କରି ତାଙ୍କୁ…

ରାମ ମନ୍ଦିର ଦାନ ଚୋରି ମାମଲା, ପୁଣି ଥରେ ବୃଦ୍ଧି ହେଲା ଏସଆଇଟିର କାର୍ଯ୍ୟକାଳ

ନୂଆଦିଲ୍ଲୀ: ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ ଚୋରି ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତ ଦଳ (SIT)ର କାର୍ଯ୍ୟକାଳ ପୁଣି ଥରେ ବୃଦ୍ଧି କରାଯାଇଛି। ସୂତ୍ର ଅନୁଯାୟୀ, ଉତ୍ତର ପ୍ରଦେଶ ସରକାର SITକୁ ଦୁଇ ସପ୍ତାହ ବୃଦ୍ଧି…

ୟୁକ୍ରେନରେ ବାଣିଜ୍ୟିକ ଜାହାଜ ଉପରେ ମିସାଇଲ ମାଡ଼, ୪ ଭାରତୀୟ ମୃତ

ନୂଆଦିଲ୍ଲୀ: ୟୁକ୍ରେନ ଉପକୂଳରେ ଗିନି-ବିସାଉ ପତାକାଧାରୀ ଏକ ବାଣିଜ୍ୟିକ ଜାହାଜ ଉପରେ ଋଷ ଆକ୍ରମଣ କରିଛି। ଏହି ଘଟଣାରେ ଚାରି ଜଣ ଭାରତୀୟ ନାଗରିକଙ୍କ ସମେତ ଦଶ ଜଣଙ୍କର ମୃତ୍ୟୁ ହୋଇଛି। ଭାରତ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ସଂଘର୍ଷ ସମୟରେ ବାଣିଜ୍ୟିକ ଜାହାଜର ସୁରକ୍ଷା ନେଇ ମତ…