Raghav Chadha: ରାଘବ ଚଢାଙ୍କୁ ବଡ଼ ଆଶ୍ୱସ୍ତି, ସୋସିଆଲ ମିଡିଆରୁ ଏହି ସବୁ କଣ୍ଟେଣ୍ଟ ହଟାଇବାକୁ ଦିଲ୍ଲୀ…
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (AAP)ର ପୂର୍ବତନ ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସୋସିଆଲ ମିଡିଆରେ ରାଘବ ଚଢାଙ୍କ ବିରୋଧରେ ପୋଷ୍ଟ ହୋଇଥିବା ଅପମାନଜନକ ଏବଂ ମାନହାନିକର କଣ୍ଟେଣ୍ଟକୁ ତୁରନ୍ତ ହଟାଇବା ପାଇଁ କୋର୍ଟ ସୋସିଆଲ ମିଡିଆ…