ପୁଣି ହରିୟାଣାରେ ନାଏବ ସରକାର: ଦ୍ବିତୀୟ ଥର ପାଇଁ ଶପଥ ନେଲେ
ପଞ୍ଚକୁଳା: ପୁଣି ହରିୟାଣା ଶାସନ ଭାର ସମ୍ଭାଳିଲେ ନାଏବ ସରକାର । ଦ୍ବିତୀୟ ଥର ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନାଏବ ସିଂ ସୈନୀ । ତାଙ୍କ ସହିତ ତାଙ୍କ ମନ୍ତ୍ରୀମଣ୍ଡଳର ୧୩ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ପଞ୍ଚକୁଳାସ୍ଥିତ ସେକ୍ଟର ୫ ପରେଡ୍ ଗ୍ରାଉଣ୍ଡରେ…