ଅପମିଶ୍ରିତ ଆଇସକ୍ରିମ୍ ଫ୍ୟାକ୍ଟ୍ରିରେ ଚଢ଼ଉ
ରାଉରକେଲା: ପୂର୍ବରୁ ତେଲ, ଘିଅ ଏପରି ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଥିବା ଜିନିଷ ଅନେକ ସମୟରେ ଠାବ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ହେଲେ ଏବେ ଆଇସକ୍ରିମ୍ ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ରାଉରକେଲା ଟାଉନ୍ରେ ଏହି ଆଇସକ୍ରିମ୍ ଫ୍ୟାକ୍ଟ୍ରି ମିଳିତ ଭାବେ ଠାବ କରିଛି…