Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
ଶ୍ରୀନଗର: ଜମ୍ମୁ ଡିଭିଜନର ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମାରେ ସନ୍ଦେହଜନକ ଡ୍ରୋନ୍ ର ଗତିବିଧି ନଜରକୁ ଆସିଛି । ସାମ୍ବା, କଠୁଆ, ରାଜୌରୀ, ପୁଞ୍ଛ ଏବଂ ଜମ୍ମୁର କିଛି ଅଞ୍ଚଳରେ ଏହି ଗତିବିଧି ରିପୋର୍ଟ କରାଯାଇଛି । ଭାରତୀୟ ସେନା ରାଜୌରୀର ନୌଶେରା ସେକ୍ଟରରେ ଏକ ପାକିସ୍ତାନୀ…