AIIMS New Delhi: ୧୩ ମାସରେ ହଜାରରୁ ଅଧିକ ରୋବୋଟିକ୍ ଅସ୍ତ୍ରୋପଚାର…ଦିଲ୍ଲୀ AIIMSର ଇତିହାସ ସୃଷ୍ଟି
ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଶଲ୍ୟଚିକିତ୍ସା(ସର୍ଜରୀ) କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି । AIIMSର ଶଲ୍ୟଚିକିତ୍ସା ବିଭାଗ ଗତ ୧୩ ମାସ ମଧ୍ୟରେ ୧୦୦୦ ରୁ ଅଧିକ ରୋବୋଟିକ୍ ଅସ୍ତ୍ରୋପଚାର କରିଛି। ଏହା ଦେଶରେ ସବୁଠାରୁ କମ୍ ସମୟ ମଧ୍ୟରେ ସର୍ବାଧିକ…