SRK Skips Birthday Appearance: ଲରେନ୍ସ ବିଷ୍ଣୋଇ ଧମକ ପରେ ବଲିଉଡ୍ରେ ଛନକା! ଜନ୍ମଦିନରେ ମନ୍ନତ ବାଲକୋନିକୁ…
ମୁମ୍ବାଇ: ବର୍ଷ ବର୍ଷ ଧରି ଏହା ଥିଲା ଏକ ପରମ୍ପରା। ରାତି ୧୨ଟା ବାଜିବା ମାତ୍ରେ ମୁମ୍ବାଇର ମନ୍ନତ ବାହାରେ ଜମୁଥିଲା ହଜାର ହଜାର ପ୍ରଶଂସକଙ୍କ ଭିଡ଼। ଆଉ ଘରର ବାଲକୋନିକୁ ଆସି ହାତ ହଲାଇ ଫ୍ୟାନ୍ଙ୍କ ଭଲପାଇବାର ଜବାବ ଦେଉଥିଲେ ବଲିଉଡ୍ର ବାଦଶାହ ଶାହରୁଖ ଖାନ୍। କିନ୍ତୁ ଏଥର ସବୁକିଛି…