କଲରାପତରିଆ ବାଘ ଚମଡ଼ା ଜବତ କଲା ଭିଜିଲାନ୍ସ, ଜଣେ ଅଟକ
ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲାର ଖରିଆର ବନଖଣ୍ଡ ଅନ୍ତର୍ଗତ ଉଦ୍ୟାନବନ୍ଧ ବନାଞ୍ଚଳରେ ଓଡ଼ିଶା ଭିଜିଲାନ୍ସର ବନ ବିଭାଗ (ଫରେଷ୍ଟ ୱିଙ୍ଗ୍) ପକ୍ଷରୁ ମଙ୍ଗଳବାର ଦିନ କରାଯାଇଥିବା ଏକ ଚଢ଼ଉ ସମୟରେ ଏକ କଲରପତରିଆ ବାଘ ଚମଡ଼ା ଜବତ କରାଯାଇଛି।
ଏକ ସୂଚନା ଆଧାରରେ ଭିଜିଲାନ୍ସ ଅଧିକାରୀମାନେ ଏହି…