Bangladesh violence: ବାଂଲାଦେଶ ହିଂସାରେ ପୁଣି ଗଲା ଆଉ ଏକ ଜୀବନ, ଜାଳିଦେଲେ ହିନ୍ଦୁଙ୍କ ଘର
ବାଂଲାଦେଶ:ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ହିଂସା ଏତେ ମାତ୍ରାରେ ବ୍ୟାପୁଛି ଯେ ଚାଲିଯାଉଛି ଜୀବନ । ଭୁଲିଯାଉଛନ୍ତି ମାନବିକତା କରୁଛନ୍ତି ନିର୍ମମ ଭାବରେ ହତ୍ୟା । ହିଂସା ଅଧ୍ୟୁଷିତ ବାଂଲାଦେଶରେ ଏକ ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ…