ଭକ୍ତି ସଙ୍ଗୀତ ସମାରୋହ”ଗୁହାରି” ଉଦ୍ଘାଟିତ; ଯୁବପିଢ଼ିଙ୍କ ନିକଟରେ ସମୃଦ୍ଧ ସଙ୍ଗୀତ ପରମ୍ପରାକୁ…
ଭୁବନେଶ୍ୱର:ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ହେଉଛି ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ "ଗୁହାରି"। ଜୁଲାଇ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପ ଠାରେ…