Latest Odisha News

BREAKING NEWS

ଜନ୍ମଦିନର ସରପ୍ରାଇଜ୍ ପାଲଟିଲା ମୃତ୍ୟୁର ଫାଶ: ପରକୀୟା ପ୍ରୀତି ପାଇଁ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ ଓ ପ୍ରେମିକ

ବାଲେଶ୍ୱର: ପବିତ୍ର ବୈବାହିକ ସମ୍ପର୍କରେ କଳଙ୍କ ଲଗାଇବା ଭଳି ଏକ ସାଂଘାତିକ ତଥା ଲୋମହର୍ଷଣକାରୀ ଘଟଣା ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଘଟିଯାଇଛି। ସ୍ତ୍ରୀର ଜନ୍ମଦିନରେ ତାଙ୍କୁ ଖୁସି କରିବା ପାଇଁ ହଠାତ୍ ଘରେ ପହଞ୍ଚିଥିବା ସ୍ୱାମୀଙ୍କୁ ଏହାର ବଡ଼ ମୂଲ୍ୟ ଚୁକାଇବାକୁ…

ଅମିର ଖାନଙ୍କ ତୃତୀୟ ବିବାହକୁ ଲଭ୍ ଜିହାଦ କହିବା ସହ, ଗଳା କାଟି ହତ୍ୟା କରିବାକୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଧମକ

ମୁମ୍ବାଇ: ଏବେ ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ପରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ଅମିର ଖାନ । ନିକଟରେ ତୃତୀୟ ବିବାହ କରିଛନ୍ତି ଅମିର ଖାନ୍, ତାଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଧମକ ଦେଇଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଏବଂ ଅଡିଓ କ୍ଲିପ୍ ପ୍ରକାଶ ପାଇଛି, ଏହାକୁ ଲରେନ୍ସ…

Skyroot’s Vikram-1: ସଫଳ ହେଲା ଭାରତର ପ୍ରଥମ ଘରୋଇ ଅର୍ବିଟାଲ୍ ରକେଟର ଉତ୍‌କ୍ଷେପଣ, ମହାକାଶକୁ ଗଲା…

ଶ୍ରୀହରିକୋଟା: ଭାରତର ଘରୋଇ ମହାକାଶ କ୍ଷେତ୍ର ପାଇଁ ଶନିବାର ଏକ ଐତିହାସିକ ଦିନ ପାଲଟିଛି। ହାଇଦ୍ରାବାଦସ୍ଥିତ ସ୍କାଇରୁଟ୍ ଏରୋସ୍ପେସ୍ ଦେଶର ପ୍ରଥମ ଘରୋଇ ଭାବେ ବିକଶିତ ଅର୍ବିଟାଲ୍ ରକେଟ୍ ‘ବିକ୍ରମ-୧’ର ସଫଳ ଉତ୍‌କ୍ଷେପଣ କରିଛି । ରକେଟ୍‌ଟିକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ…

ବନ୍ୟଜନ୍ତୁଙ୍କ ପାଇଁ ବିଛାଯାଇଥିଲା ମୃତ୍ୟୁ ଜାଲ: କରେଣ୍ଟ ଲାଗି ଗଲା ଦୁଇ ଜଣଙ୍କ ଜୀବନ, ଗାଁରେ ଶୋକାକୁଳ ପରିବେଶ

ବାଲେଶ୍ୱର: ଜମିରେ ଫସଲ ସୁରକ୍ଷା ପାଇଁ କିମ୍ବା ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ବେଆଇନ ଭାବେ ବିଛାଯାଇଥିବା ବିଦ୍ୟୁତ୍ ତାର ବାଡ଼ ପୁଣିଥରେ ନିରୀହଙ୍କ ଜୀବନ ନେଇଛି। ବାଲେଶ୍ୱର ଜିଲ୍ଲା ଶିମୁଳିଆ ଥାନା ଅଧିନରେ ଥିବା ମହିଷାପଣ୍ଡା ଗାଁରେ ଏକ ଅତ୍ୟନ୍ତ ଦୁଃଖଦ ତଥା ଅଭାବନୀୟ ଘଟଣା ସାମ୍ନାକୁ…

‘Second Class Passenger’: ‘’ସେକେଣ୍ଡ କ୍ଳାସ ପାସେଞ୍ଜର’ କହିବା ବନ୍ଦ କର’, ରେଳବାଇକୁ…

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ବ୍ୟବହୃତ ଶବ୍ଦାବଳୀକୁ ନେଇ ସୁପ୍ରିମକୋର୍ଟ କଠୋର ମତ ଦେଇଛନ୍ତି। କୌଣସି ବ୍ୟକ୍ତିଙ୍କୁ ‘ସେକେଣ୍ଡ କ୍ଲାସ୍ ଯାତ୍ରୀ’ ବୋଲି ସମ୍ବୋଧନ କରିବା ସଂବିଧାନର ମର୍ଯ୍ୟାଦା ଓ ସମାନତାର ମୂଳ ଭାବନା ସହ ସଙ୍ଗତିପୂର୍ଣ୍ଣ ନୁହେଁ ବୋଲି ଅଦାଲତ କହିଛନ୍ତି। ଜଷ୍ଟିସ୍ ସଞ୍ଜୟ…

Wangchuk Wife Objects: ଶୁକ୍ରବାର ଠିକ୍ ଥିଲେ ଓ୍ବାଙ୍ଗଚୁକ୍…ପତ୍ନୀ ଗୀତାଞ୍ଜଳି ଦାବି କଲେ, ‘ମୋ ସହମତି ବିନା…

ନୂଆଦିଲ୍ଲୀ: ଲଦାଖର ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନଶନକୁ ନେଇ ବିବାଦ ଆହୁରି ବଢ଼ିଛି। ଅନଶନର ୨୧ତମ ଦିନରେ ଶନିବାର ଭୋରୁ ଦିଲ୍ଲୀ ପୋଲିସ ତାଙ୍କୁ ଜନ୍ତର ମନ୍ତରରୁ ହଟାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହାପରେ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ ହସ୍ପିଟାଲ…

‘ବିକଶିତ ଓଡ଼ିଶା ୨୦୩୬’ ଲକ୍ଷ୍ୟ ହେବ ସାକାର: ବିଶ୍ୱବ୍ୟାଙ୍କର ସହଯୋଗୀ ସଂସ୍ଥା ଆଇଏଫସି ସହ ହାତ ମିଳାଇଲେ…

ଭୁବନେଶ୍ୱର: ରାଜ୍ୟରେ ଭିତ୍ତିଭୂମିର ଦ୍ରୁତ ବିକାଶ ଏବଂ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବୃହତ୍ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ବ୍ୟାପକ ପୁଞ୍ଜି ବିନିଯୋଗ ପାଇଁ ରାଜ୍ୟ ସରକାର ଶୁକ୍ରବାର ଦିନ…

Massive Traffic Jam: ଆଡ଼ପ ବିଜେ ପୂର୍ବରୁ ପୁରୀରେ ଭକ୍ତଙ୍କ ସମୁଦ୍ର, ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ…

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବା ପରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଚରମ ସୀମାରେ ପହଞ୍ଚିଛି। ଆଜି ଅପରାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଆଡ଼ପ ମଣ୍ଡପକୁ ବିଜେ କରିବାକୁ ଥିବାରୁ ସକାଳୁ ସକାଳୁ ରଥ ସମ୍ମୁଖରେ ଅସଂଖ୍ୟ…

ଖୁବଶୀଘ୍ର ଆସିବ ପ୍ଲାଷ୍ଟିକ୍ ନୋଟ୍: ପଲିମର ସିଟ୍ କିଣିବା ଲାଗି ଗ୍ଲୋବାଲ୍ ଟେଣ୍ଡର ଜାରି କଲା ଆରବିଆଇ

ମୁମ୍ବାଇ/ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ରୀୟ ବ୍ୟାଙ୍କ (ଆରବିଆଇ)। ଦୀର୍ଘ ବର୍ଷ ଧରି ପ୍ରଚଳିତ କାଗଜ ନୋଟ୍ ବଦଳରେ ଦେଶରେ ଖୁବଶୀଘ୍ର ପ୍ଲାଷ୍ଟିକ୍ ବା ପଲିମର ନୋଟ୍ ପ୍ରଚଳନ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ…

ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ: ଏନଡିଏରେ ସାମିଲ ହେବାକୁ ଦୁଇ ଏନସିପି ଗୋଷ୍ଠୀଙ୍କୁ ବିଜେପିର ବଡ଼ ଅଫର୍

ମୁମ୍ବାଇ/ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବା ପାଇଁ ଆବଶ୍ୟକୀୟ ଦୁଇ ତୃତୀୟାଂଶ ବହୁମତ (୩୬୦ ଆସନ) ଜୁଟାଇବାକୁ କସରତ କରୁଥିବା ବିଜେପି ଏବେ ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଗୋଟି ଚାଳନା କରିଛି। ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ ବା…