Taliban humiliates Pakistan: ପ୍ୟାଣ୍ଟ ଛାଡି ପଳାଇଲେ ପାକିସ୍ତାନୀ ସେନା, ପତାକା କରି ଉଡାଇଲେ ତାଲିବାନ ଲଡାକୁ…
ନୂଆଦିଲ୍ଲୀ: ଯୁଦ୍ଧବିରତି ପରେ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ସଂଘର୍ଷ ଅସ୍ଥାୟୀ ଭାବରେ ବନ୍ଦ ହୋଇଯାଇଛି। ତଥାପି, ବୁଧବାର କାବୁଲ ଏବଂ କାନ୍ଦାହାରରେ ପାକିସ୍ତାନୀ ବିମାନ ଆକ୍ରମଣରେ ଅତି କମରେ ୧୫ ଜଣ ଆଫଗାନ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୧୦୦ ରୁ ଅଧିକ ଆହତ ହୋଇଛନ୍ତି। ତାଲିବାନ…