NEET-UG ପେପର୍ ଲିକ୍ ମାମଲାରେ ଛାତ୍ର ଗିରଫ, ୧୦ ଲକ୍ଷ ଟଙ୍କା ଦେଇଥିଲା: ସୂତ୍ର
ନୂଆଦିଲ୍ଲୀ: NEET UG 2026 ପରୀକ୍ଷା ବାତିଲ ହେବା ପରେ ପେପର ଲିକ୍ ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ମହାରାଷ୍ଟ୍ରର ନାସିକରେ ଗିରଫ ହୋଇଥିବା ଜଣେ ଛାତ୍ର ପ୍ରାୟ ୧୦ ଲକ୍ଷରେ ଲିକ୍ ହୋଇଥିବା ପରୀକ୍ଷା ପେପର କିଣିଥିବା ଅଭିଯୋଗ ହୋଇଛି।
ସୂତ୍ର ଅନୁଯାୟୀ, ଗିରଫ ଛାତ୍ରଙ୍କ ନାମ ଶୁଭମ୍…