ଆଇଇଡି ବ୍ଲାଷ୍ଟରେ ୩ ଏସଟିଏଫ ଅଧିକାରୀ ଆହତ
ବିଜାପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୋମବାର ଏକ ଆଇଇଡି ବିସ୍ଫୋରଣରେ ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ)ର ତିନି ଜଣ କର୍ମଚାରୀ ଆହତ ହୋଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଅଚାନକ ଜଣେ ଯବାନଙ୍କ ପାଦ ପଡ଼ିବା ଯୋଗୁ ଚାପରେ ଆଇଇଡି ବିସ୍ଫୋରଣ ହୋଇଥିଲା।ତେବେ ଏହା ଏକ ସପ୍ତାହ ମଧ୍ୟରେ…