ଖାକିକୁ ଖୋଲା ଚ୍ୟାଲେଞ୍ଜ! ବନ୍ଦ ଘରୁ ଉଭାନ ହୋଇଗଲା ୨୦ ଲକ୍ଷର ସମ୍ପତ୍ତି, ଉଡିଗଲା କମିଶନରେଟ୍ ପୋଲିସର ନିଦ…
ଭୁବନେଶ୍ୱର: ସ୍ମାର୍ଟ ସିଟିରେ ଏବେ ଲୁଟେରାଙ୍କ ରାଜ୍। ସାଧାରଣ ଲୋକେ ଘର ଛାଡି ବାହାରକୁ ଯିବାକୁ ଏବେ ଭୟ କଲେଣି। କାରଣ ପୋଲିସର ରାତ୍ରିକାଳୀନ ପାଟ୍ରୋଲିଂ ଏବଂ ସୁରକ୍ଷା ବ୍ୟବସ୍ଥାକୁ ବେଖାତିର କରି ରାଜଧାନୀ ଛାତି ଉପରୁ ଲୁଟେରାମାନେ ଲୁଟି ନେଇଛନ୍ତି ବିପୁଳ ପରିମାଣର ସମ୍ପତ୍ତି। ଗୋଟିଏ କି…