Latest Odisha News

BREAKING NEWS

ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଅଗଷ୍ଟ ୧୫ ସୁଦ୍ଧା ମୁକୁଳିବେ ଏହି ହାଇ-ପ୍ରୋଫାଇଲ୍ ଅପରାଧୀ!

ନୂଆଦିଲ୍ଲୀ: ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜେଲର ଚାରି କାନ୍ଥ ଭିତରେ ବନ୍ଦୀ ଜୀବନ କାଟୁଥିବା ଜଣେ ହାଇ-ପ୍ରୋଫାଇଲ୍ ଅପରାଧୀଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଓଡ଼ିଶା ତଥା ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ଏକ ବର୍ବର ହତ୍ୟାକାଣ୍ଡର ମୁଖ୍ୟ ନାୟକ ଏବେ କାରାଗାରରୁ ମୁକୁଳିବାକୁ…

OCCL କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗିରଫ, ୯ ପ୍ଲଟ ସହ ୩୨୫ ଗ୍ରାମରୁ ଅଧିକ ସୁନା…

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବିଭାଗ ମଙ୍ଗଳବାର ଦିନ ଓଡ଼ିଶା ନିର୍ମାଣ ନିଗମ (ଓସିସି) ଲିମିଟେଡର ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ରଖିବା ଅଭିଯୋଗରେ ଗିରଫ କରିଛି। ତାଙ୍କୁ ଜୟପୁରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟରେ…

ନବୀନଙ୍କୁ ପରୋକ୍ଷରେ ‘ଧୃତରାଷ୍ଟ୍ର’ କହିଲେ ପ୍ରଭାତ, ଦେଲେ ‘କୁରୁବଂଶ’ ଭଳି ଧ୍ୱଂସ ହେବାର…

କଟକ: ନିକଟରେ ବିଜେଡି ଛାଡ଼ିଥିବା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଏବେ ତୀବ୍ର ରୂପ ନେଇଛି। ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ରାଜନୀତିକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ମହାଭାରତ ଯୁଦ୍ଧର ରୂପ ନେଲାଣି। ନବୀନ…

‘Black Magic’ in Karnataka court: ବିଚାରପତିଙ୍କ ଚୌକିରେ କରିଥିଲେ କଳାଯାଦୁ, ସିସିଟିଭିରେ…

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକ୍କାବଲ୍ଲାପୁରରୁ ଏକ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି। ଜଣେ ୬୫ ବର୍ଷୀୟା ମହିଳାଙ୍କୁ ବିଚାରପତିଙ୍କ ଚେୟାରରେ କଥିତ ଭାବେ କଳାଯାଦୁ କରିବା ଅଭିଯୋଗରେ ପୋଲିସ ଗିରଫ କରିଛି। ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।…

Lord Jagannath’s Black Face: କାହିଁକି କଳା ଆମ କାଳିଆ ସୁନା?

ପୁରୀ: ଆଉ ମାତ୍ର ମଝିରେ ଗୋଟିଏ ଦିନ, ବଡଦାଣ୍ଡରେ ମିଶିବ ଭକ୍ତ ଏବଂ ଭଗବାନଙ୍କ ବେନିନୟନ । ଯାହାପାଇଁ ବ୍ୟାକୁଳ ଭକ୍ତଙ୍କ ମନ । ସେ ପୁରୀ ରଥଯାତ୍ରା ହେଉ କି ସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ପ୍ରାୟ ପ୍ରତ୍ୟେକ ଭକ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଆସେ,…

ଓଡ଼ିଶା ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ: ରାଜ୍ୟର ୬ ଜଳଭଣ୍ଡାରରେ ହେବ ଭାସମାନ ସୌର ପ୍ରକଳ୍ପ

ଭୁବନେଶ୍ବର: ଜଳଭଣ୍ଡାରର ଜଳପୃଷ୍ଠକୁ ବ୍ୟବହାର କରି ସୌର ଶକ୍ତି ଉତ୍ପାଦନ କରିବାକୁ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି । ଏଥିପାଇଁ ରାଜ୍ୟର ୬ଟି ଜଳଭଣ୍ଡାରକୁ ପ୍ରାଥମିକ ଭାବେ ଚିହ୍ନଟ କରାଯାଇଥିବା ବେଳେ ସେଠାରେ ଫ୍ଲୋଟିଂ ସୋଲାର ପିଭି (Floating Solar PV) ପ୍ରକଳ୍ପ ସ୍ଥାପନର ବୈଷୟିକ ଓ…

ସୃଷ୍ଟି ହୋଇଛି ଯୋଡ଼ା ଲଘୁଚାପ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସକ୍ରିୟ ହୋଇଛି ଘୂର୍ଣ୍ଣିବଳୟ। ସମୁଦ୍ରରେ ସୃଷ୍ଟି ହୋଇଛି ଯୋଡ଼ା ଲଘୁଚାପ । ଏହା ପ୍ରଭାବରେ ପ୍ରବଳ ବର୍ଷା, ପବନ, ଘଡ଼ଘଡି ସାଙ୍ଗକୁ ସମୁଦ୍ର ଅଶାନ୍ତ ରହିଛି। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ୧୩ରୁ ୧୭ତାରିଖ ୫ଦିନ ସମୁଦ୍ରକୁ ନଯିବାକୁ ସତର୍କ ସୂଚନା ଦିଆଯାଇଛି । ରାଜ୍ୟର…

ମାଲକାନଗିରି ପୋଲିସକୁ ବଡ଼ ସଫଳତା; ୫୦୩ କିଲୋ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

ମାଲକାନଗିରି: ୫୦୩ କିଲୋ ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଉତ୍ତର ପ୍ରଦେଶର ଆମ୍ରୋହ ଜିଲ୍ଲା ଅନ୍ତର୍ଗତ ଗୁଜରାଉଲ୍ ଥାନା ଅଞ୍ଚଳର ସାହାପୁର୍ ଗ୍ରାମର କମଲ ହାସନ ଏବଂ ବିଲାଲ । ଉଭୟଙ୍କୁ ଗିରଫ କରିବା ପରେ କୋର୍ଟ…

୫ଟି ଓଡ଼ିଆ ଚଳଚ୍ଚିତ୍ରକୁ ମିଳିବ ସବ୍‌ସିଡି

କଟକ: ଦୀର୍ଘ ଦିନ ପରେ ଏବେ ୫ଟି ଓଡ଼ିଆ ଫିଲ୍ମକୁ ମିଳିବ ସବ୍‌ସିଡି। ସବ୍‌ସିଡି ଅର୍ଥ ଦେବାକୁ ଶିଳ୍ପ ନିର୍ଦ୍ଦେଶାଳୟକୁ ସୁପାରିସ୍ କରିଛି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି) । ଏ ନେଇ ଆଜି ଓଏଫ୍‌ଡ଼ିସି ପକ୍ଷରୁ ଶିଳ୍ପ ନିର୍ଦ୍ଦେଶାଳୟକୁ ସୁପାରିସ୍ କରାଯାଇଛି । ୨୦୧୯ ଚଳଚ୍ଚିତ୍ର…

ରଥଯାତ୍ରାରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରିଛନ୍ତି। ବୈଠକ ସମୟରେ ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ…