ଥରୁଛି ଓଡ଼ିଶା, ଦାମନଯୋଡିରେ ସର୍ବନିମ୍ନ ୨.୯°c ତାପମାତ୍ରା
ଭୁବନେଶ୍ୱର: କୋରାପୁଟ ଜିଲ୍ଲାରେ ଗୁରୁବାର ଦିନ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଦାମନଯୋଡିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୨.୯°C ରେକର୍ଡ କରାଯାଇଛି।
ସୂଚନା ଅନୁଯାୟୀ, ଘନ କୁହୁଡ଼ି ସ୍ଥିତିକୁ ଆହୁରି ଖରାପ କରିଛି।ଦୈନନ୍ଦିନ ଜୀବନ ଏବଂ ବାହ୍ୟ କାର୍ଯ୍ୟକଳାପକୁ ବ୍ୟାହତ…