ଯୁଧିଷ୍ଠିର ସାମନ୍ତରାୟ ମନା କରିବା ପରେ ପିପିଲିରୁ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
ଭୁବନେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ରାଜ୍ୟରେ ୨ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ନେଇ ଗୁରୁବାର ଦିନ ଓପିସିସି ପକ୍ଷରୁ ସୂଚନା ମିଳିଛି ।
ଏନେଇ ଅଧିସୂଚନା ଜାରି କରାଯାଇନଥିବା ବେଳେ ଅଜିତ ମଙ୍ଗରାଜ…