National Herald Case: ରାଜଧାନୀରେ ତାତିଲେ କଂଗ୍ରେସ ନେତା ଓ କର୍ମୀ
ଭୁବନେଶ୍ୱର: ରାଜଧାନୀରେ ତାତିଛନ୍ତି ରାଜ୍ୟ କଂଗ୍ରେସର କର୍ମୀ ଓ ନେତା । ନ୍ୟାସନାଲ ହେରାଲ୍ଡ ମାମଲାରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଘେରାଉ କରିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ପଦଯାତ୍ରା କରି ବିଜେପି ଅଫିସ ଘେରାଉ କରିବା ବେଳେ ଅଧାବାଟରେ…