Latest Odisha News

BREAKING NEWS

ଜୁଆ ଆଡ୍ଡାରେ ଚଢ଼ାଉ: ୨୬ ଜୁଆଡ଼ି ଗିରଫ, ୧୧ ଲକ୍ଷ ଟଙ୍କା ଜବତ

ସୁନ୍ଦରଗଡ଼: ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଜାମଝରିଆ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡାରେ ପୋଲିସର ଚଢାଉ । ବିଳମ୍ବିତ ରାତିରେ ହେମଗିର ଥାନା ଅଞ୍ଚଳରେ ଚାଲିଥିବା ଜୁଆ ଆଡ୍ଡାରେ ଚଢାଉ କରି ୨୬ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ସେମାନଙ୍କ ଠାରୁ ୧୧ ଲକ୍ଷ ଟଙ୍କା ଜବତ…

କାଳବୈଶାଖୀ ବର୍ଷା ନେଇ ଆଜି ଏହି ୨ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଆହୁରି ୪ ଦିନ ଲାଗି ରହିବ ଏଭଳି ସ୍ଥିତି

ଭୁବନେଶ୍ବର: ରାଜ୍ୟରେ ଏବେ ଲାଗି ରହିଛି କାଳବୈଶାଖୀ ବର୍ଷା । ଯାହା କେତେ ମାତ୍ରାରେ ଖରା ତାତିରୁ ଆଶ୍ବସ୍ତି ଆଣିଛି । ସୋମବାର ପ୍ରାୟତଃ ସମଗ୍ର ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଏନେଇ ଦୁଇଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କନ୍ଧମାଳ ଓ…

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଦକ୍ଷିଣାଞ୍ଚଳ ଆଇଜି

ଗଞ୍ଜାମ: କବିସୂର୍ଯ୍ୟନଗର ଥାନାରେ ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଏବଂ ଥାର୍ଡ ଡିଗ୍ରୀ ପ୍ରୟୋଗ ଅଭିଯୋଗ ଘଟଣାକୁ ପ୍ରଶାସନ ଅତି ଗମ୍ଭୀରତାର ସହ ନେଇଛି। ଏହି ସାଂଘାତିକ ମାମଲାରେ ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଏସପିଙ୍କୁ ଏହି ସମ୍ବେଦନଶୀଳ…

୨୦୨୬ ଜେଇଇ ଆଡଭାନ୍ସଡ ପରୀକ୍ଷା: ଶୁଭମ କୁମାର ସର୍ବଭାରତୀୟ ଟପ୍ପର ଏବଂ ଓଡ଼ିଶାରୁ ଭବେଶ ପାତ୍ର ପ୍ରଥମ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ୨୦୨୬ ବର୍ଷ ପାଇଁ ବହୁ ପ୍ରତୀକ୍ଷିତ ଜେଇଇ ଆଡଭାନ୍ସଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଆଇଆଇଟି ଦିଲ୍ଲୀ ଜୋନରୁ ଶୁଭମ କୁମାର ସର୍ବଭାରତୀୟ ସ୍ତରରେ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ସେ ମୋଟ ୩୬୦ ନମ୍ବରରୁ ୩୩୦ ନମ୍ବର ରଖି ଏହି କଠିନ ପରୀକ୍ଷାରେ…

କେମିତି ଲାଗିଲା ବ୍ୟାଙ୍କରେ ନିଆଁ: କଟକରେ ଭୟାବହ ଅଗ୍ନିକାଣ୍ଡ, ମାଛ ମାର୍କେଟ ପାଉଁଶ ସହ ଜଳିଗଲା ୫୦ ଲକ୍ଷ ଟଙ୍କା!

କଟକ: ବିଳମ୍ବିତ ରାତିରେ କଟର ସହରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ପ୍ରେସ ଛକରେ ଥିବା ଏକ ମାଛ ମାର୍କେଟ ସମେତ ନିକଟସ୍ଥ ବ୍ୟାଙ୍କ ମଧ୍ୟ ନିଆଁର ପ୍ରକୋପରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ହଠାତ ନିଆଁ ବ୍ୟାପିଯିବା ଫଳରେ ସମ୍ପୂର୍ଣ୍ଣ ବଜାର ଏବଂ ବ୍ୟାଙ୍କ ପରିସରରେ ଆତଙ୍କ…

ଆଇପିଏଲ ୨୦୨୬ ପୁରସ୍କାର ରାଶି ଘୋଷଣା: ଆରସିବି ଓ ଗୁଜରାଟ ଟାଇଟନ୍ସ କେତେ ଟଙ୍କା ପାଇଲେ?

ଅହମଦାବାଦ: ଆଇପିଏଲ ୨୦୨୬ର ଫାଇନାଲ ମ୍ୟାଚ ପାଇଁ କ୍ରିକେଟ ପ୍ରେମୀଙ୍କ ଉତ୍ସାହ ଜବରଦସ୍ତ ଥିଲା। ଚଳିତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରତିପକ୍ଷ ଦଳ ଗୁଜରାଟ ଟାଇଟନ୍ସକୁ ହରାଇ ଲଗାତର ଦ୍ୱିତୀୟ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି। ତେବେ ଏହି ଲଢ଼େଇ କେବଳ ଟ୍ରଫି ପାଇଁ ନୁହେଁ ବରଂ…

ଟିଏମସିରେ ବଡ଼ ଓଲଟଫେର ସଙ୍କେତ, ମମତା ବାନାର୍ଜୀଙ୍କ ମିଟିଂକୁ ଆସିଲେନି ୬୦ ବିଧାୟକ!

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ରବିବାର ଏକ ବଡ଼ ଘଟଣା ଦେଖିବାକୁ ମିଳିଛି। ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ଦ୍ୱାରା ଡକାଯାଇଥିବା ଦଳୀୟ ବିଧାୟକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକକୁ ବାତିଲ କରାଯାଇଛି। ବୈଠକରେ ୮୦ ଜଣ ବିଧାୟକଙ୍କ ମଧ୍ୟରୁ ୬୦ ଜଣ ଅନୁପସ୍ଥିତ ରହିବା କାରଣରୁ…

କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ପରଲୋକ, ୮୯ ବର୍ଷ ବୟସରେ ମୁମ୍ବାଇରେ ତ୍ୟାଗ କଲେ ଶେଷ ନିଶ୍ୱାସ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି। ନିଜର ସୁମଧୁର କଣ୍ଠରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବିଶିଷ୍ଟ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ରବିବାର ସନ୍ଧ୍ୟାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ସମସ୍ୟା କାରଣରୁ…

ବିଜେପିରେ ବଡ଼ ଧରଣର ଅଦଳବଦଳ ସମ୍ଭାବନା, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଲା ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତିର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ରାଜ୍ୟସଭା ଓ ବିଧାନ ପରିଷଦ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ଦଳ ଭିତରେ ସାଂଗଠନିକ ପରିବର୍ତ୍ତନ ଉପରେ ଏଠାରେ ବିସ୍ତୃତ…

କଟକ ଲିଙ୍କ ରୋଡ ବ୍ୟାଙ୍କ ଅଫ ବରୋଦାରେ ଭୟାବହ ଅଗ୍ନିକାଣ୍ଡ

କଟକ: ସହରର ଲିଙ୍କ ରୋଡ ସ୍ଥିତ ବ୍ୟାଙ୍କ ଅଫ ବରୋଦା ଶାଖାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ପୂରା ବ୍ୟାଙ୍କ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ବ୍ୟାଙ୍କ ପରିସର ସମେତ ଚାରିଆଡ଼େ କେବଳ କଳା ଧୂଆଁର ଆସ୍ତରଣ ଖେଳିଯାଇଛି। ଖବର ପାଇବା କ୍ଷଣି…