ରାୟବରେଲି-ଆମେଠି-ଇଟାୱାରେ ମଧ୍ୟ ମୁସଲମାନମାନେ ଜିତିପାରିବେ: ଏପରି କାହିଁକି କହିଲେ ଓୱେସି ?
ନୂଆଦିଲ୍ଲୀ: ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ବୁଧବାର ଦିନ, AIMIM ସାଂସଦ ଅସଦୁଦ୍ଦିନ ଓୱେସି ଆଲୋଚନା ସମୟରେ SIR ଉପରେ କିଛି ମନ୍ତବ୍ୟ ଦେଇଛନ୍ତି। ସେ ନିର୍ବାଚନ କମିଶନଙ୍କୁ ସଂସଦ ଦ୍ୱାରା ନିର୍ଦ୍ଧାରିତ ନିୟମ ପାଳନ କରୁନଥିବା ଅଭିଯୋଗ କରିବା ସହ ଲୋକସଭାରେ ମୁସଲିମ…