Latest Odisha News

BREAKING NEWS

ପାଣିପାଗର ବର୍ତ୍ତମାନ ସ୍ଥିତି: ବାତ୍ୟା ନୁହେଁ ୨୨ ଓ ୨୩ ରେ ପ୍ରବଳ ବର୍ଷିବ: ୧୧ ଜିଲ୍ଲା ଉପରେ ପଡିବ ପ୍ରଭାବ

ଭୁବନେଶ୍ୱର: ଆଗକୁ ମାଡି ଆସୁଛି କି ବାତ୍ୟା! ଏନେଇ ସମସ୍ତଙ୍କ ମନରେ ଦ୍ବନ୍ଦ ସୃଷ୍ଟି ହେଉଥିଲା। ଭୟରେ ଥିଲେ ରାଜ୍ୟବାସୀ। ଏବେ କିନ୍ତୁ ଏନେଇ ଏବେ ସ୍ପଷ୍ଟ ସୂଚନା ଜାରି ହୋଇଛି। ଏବେ ବାତ୍ୟା ନୁହେଁ ଗଭୀର ଅବପାତ ରୂପ ନେବ ବଙ୍ଗୋପସାଗର ଲଘୁଚାପ। ଏହାର ପ୍ରଭାବରେ ବଡ ବର୍ଷା ହେବ। ୧୧ ଜିଲ୍ଲା…

ଚୀନକୁ ନେଇ ବଦଳୁଛି ଟ୍ରମ୍ପଙ୍କ ସ୍ୱର, ଏହି ସପ୍ତାହରେ ଜିନପିଙ୍ଗଙ୍କ ଆମେରିକା ଗସ୍ତ..

ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସେପ୍ଟେମ୍ବର ୨୩ ରୁ ୨୫ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବେ। ଏହି ସମୟ ମଧ୍ୟରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଶିଖର ଆଲୋଚନା କରିବେ। ସୋମବାର ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବରେ ସିଙ୍କ ଗସ୍ତ ସ୍ପଷ୍ଟ କରିଛି।…

ଭାତରେ ପୋକ ସାଲୁବାଲୁ, ଅଧିକାରୀଙ୍କୁ ଅଭିଯୋଗ କରିବାକୁ ୮ କିମି. ଚାଲିଚାଲି ଗଲେ ଛାତ୍ରୀ

ଉଦଳା: ମୌଳିକ ସୁବିଧା ଦାବିରେ ୮ କିଲୋମିଟର ଚାଲିଲେ ଛାତ୍ରୀ। ମୟୂରଭଞ୍ଜ ଜିଲ୍ଲାସ୍ଥିତ ଏକ ଆଶ୍ରମ ବିଦ୍ୟାଳୟର ଛାତ୍ରୀମାନେ ହଷ୍ଟେଲରେ ଦୁଇ ମାସରୁ ଅଧିକ ସମୟ ଧରି ମୌଳିକ ସୁବିଧାର ଅଭାବ ନେଇ ଅଭିଯୋଗ କରିବାକୁ ୮ କିଲୋମିଟର ଚାଲି ଚାଲି ଯାଇଥିବା ଜଣାପଡ଼ିଛି। ଏହି ଘଟଣା ଉଦଳା ବ୍ଲକ୍…

ଟ୍ରେନରେ କଟି ୨ ବୃଦ୍ଧାଙ୍କ ମୃତ୍ୟୁ;ମୃତକଙ୍କ ପରିଚୟ ଅସ୍ପଷ୍ଟ

ବସ୍ତା:ଟ୍ରେନରେ କଟିଗଲେ ୨ ମହିଳା। ଏଭଳି ଦୁଃଖଦ ଘଟଣା ବସ୍ତା ରେଳ ଷ୍ଟେସନ ନିକଟରେ ଘଟିଛି। ବସ୍ତା ଥାନା ଅଧୀନ ସଦାନନ୍ଦପୁର ପଞ୍ଚାୟତର ଭଗବାନପୁର ଗ୍ରାମର ଦୁଇ ବୃଦ୍ଧାଙ୍କୁ ଗତ ଦୁଇ ମାସ ଧରି ଭତ୍ତା ମିଳିନଥିବା ଅଭିଯୋଗ ରହିଥିଲା। ଏନେଇ ଭତ୍ତା ସମ୍ପର୍କରେ ଜାଣିବା ପାଇଁ ସେମାନେ ପଞ୍ଚାୟତ…

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣର: ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ବାଲେଶ୍ୱର: ଗ୍ୟାସ ଟାଙ୍କି ବିସ୍ଫୋରଣରୁ ହୁତୁହୁତ ହୋଇ ଜଳିଲା ହୋଟେଲ। ବାଲେଶ୍ବର ଓଟି ରୋଡରେ ଥିବା ଏକ ରେଷ୍ଟୁରାଣ୍ଟରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସିଲିଣ୍ଡର ବିସ୍ଫୋରଣରୁ ରେଷ୍ଟୁରାଣ୍ଟରେ ନିଆଁ ଲାଗିଥିଲା। ଆଜି ପ୍ରାୟ ସାଢ଼େ ୧୦ଟା ସମୟରେ ରେସ୍ତୋରାଁରେ ଥିବା ଗ୍ୟାସ୍…

ଡାକ୍ତର ଓ ରୋଚିର ଡିନର୍ ଷ୍ଟୋରୀ

ମୁମ୍ବାଇ: ପଂଚତାରକା ହୋଟେଲରେ ରହିଥାଏ ହାଇକ୍ଲାସ୍ ସ୍ୱଚ୍ଛତା ଓ ସୁସ୍ୱାଦୁ ଖାଦ୍ୟ । ୟାହା ଧନୀ ହେଉ କି ଗରିବ ସମସ୍ତଙ୍କୁ ଆକୃଷ୍ଟ କରେ । ଆଜି ଦେଖିବା ସେହି ପଂଚତାରକା ହୋଟେଲରେ ସ୍ୱଚ୍ଛତାର ସ୍ୱଚ୍ଛ ଛବି । ମୁମ୍ବାଇସ୍ଥିତ ରୋମାନୋ ନାମକ ଏକ ପଂଚତାରକା ହୋଟେଲରେ ଡିନର୍ ଟେବୁଲରେ ଚାଲିଲା…

ମ୍ୟୁଜିକ୍ ସର୍କଲ ପକ୍ଷରୁ ଯୁବ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀଙ୍କୁ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ପକ୍ଷରୁ ଆୟୋଜିତ ବାର୍ଷିକ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାର ବିଜେତାମାନଙ୍କୁ ଗୀତଗୋବିନ୍ଦ ସଦନଠାରେ ଏକ ସ୍ୱତନ୍ତ୍ର ସଙ୍ଗୀତ ସନ୍ଧ୍ୟାରେ ସମ୍ମାନିତ କରାଯାଇଛି। ଏହି ଅବସରରେ ବିଜେତା ଛାତ୍ରଛାତ୍ରୀମାନେ…

ସୋସିଆଲ ମିଡିଆ ଲାଇଭକୁ ନେଇ ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର: ଭୁବନେଶ୍ୱରର ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ଅଞ୍ଚଳରେ ଏକ ଫେସବୁକ୍ ଲାଇଭ୍ ଭିଡିଓକୁ କେନ୍ଦ୍ର କରି ହୋଇଥିବା ବିବାଦ ହିଂସାତ୍ମକ ରୂପ ନେଇଛି। ଏହି ସଂଘର୍ଷରେ ପାଞ୍ଚ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଜଣେ ଯୁବକ ଫେସବୁକ୍‌ରେ…

ଛାତ୍ର ମୃତ୍ୟୁ ମାମଲା, କ୍ଷମା ମାଗିଲେ ବମ୍ବେ IIT

ବମ୍ବେ : ଆଇଆଇଟି ବମ୍ବେ ଛାତ୍ର ମୃତ୍ୟୁ ମାମଲା, ଉଗ୍ର ରୂପ ନେବାରେ ଲାଗିଛି ପରିସ୍ଥିତି । ବିବାଦ ମଧ୍ୟରେ ଛାତ୍ର ମୃତ୍ୟୁକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ କର୍ତୃପକ୍ଷ କ୍ଷମା ମାଗିଛନ୍ତି । ତଦନ୍ତ ଚାଲିଛି, କୌଣସି ନିଷ୍କଷ ର୍ ନବାହାରିବା ପୂର୍ବରୁ ସାହିଲଙ୍କ ମୃତ୍ୟୁ ର୍ପୂବର ଘଟଣାକ୍ରମ…

ସର୍ବଦଳୀୟ ବୈଠକ ଶେଷ: MMDR ସଂଶୋଧନକୁ ନେଇ ଗୃହ ସରଗରମ ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଶେଷ ହୋଇଛି। ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଏବଂ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ବାଚସ୍ପତି ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି।…