Minister Breaks Down: ମେୟର ନିର୍ବାଚନ ପରେ ଭୋ ଭୋ ହୋଇ କାନ୍ଦିଲେ ବିଜେପି ମନ୍ତ୍ରୀ, କହିଲେ, ‘ଧୋକା…
ଅଲଓ୍ବର: ରାଜସ୍ଥାନର ଅଲୱରରେ ମେୟର ନିର୍ବାଚନ ପରେ ଭାବବିହ୍ୱଳ ହୋଇପଡ଼ିଲେ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ଶର୍ମା। ଭାରତୀୟ ଜନତା ପାର୍ଟିର ସୁମନଲତା ଅଗ୍ରୱାଲ ଅଲୱର ନଗର ନିଗମର ମେୟର ଭାବେ ନିର୍ବାଚିତ ହେବା ପରେ ମନ୍ତ୍ରୀଙ୍କ ଆଖିରୁ ଲୁହ ଝରିପଡ଼ିଥିଲା।
ଅଲୱର ନଗର ନିଗମର ଦାୟିତ୍ୱ…