ପୁରୀ ଓ ଭୁବନେଶ୍ବର ମଧ୍ୟରେ ଲିଡ୍ କରୁଛି ବିଜେପି
ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଭୋଟ ଗଣତି । କେନ୍ଦ୍ରରେ ବିଜେପି ଆଗୁଆ ଥିବା ବେଳେ ରାଜ୍ୟରେ ଏବେ ପୁରୀ ବିଧାନସଭାରେ ମଧ୍ୟ ବିଜେପି ଆଗୁଆ ରହିଥିବା ସୂଚନା ମିଳୁଛି । ପୁରୀ ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଅଧିକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ସୂଚନା ମିଳିଛି । ସେହିପରି…