Facelock, Fingerprint In UPI: ବୁଧବାର ଠାରୁ UPIରେ ହେବ ବଡ଼ ପରିବର୍ତ୍ତନ, ଏଣିକି ଫିଙ୍ଗରପ୍ରିଣ୍ଟ ସାଙ୍ଗକୁ ଫେସ୍…
ନୂଆଦିଲ୍ଲୀ: ଭାରତରେ UPI ଉପଭୋକ୍ତାମାନେ ଏବେ ମୁହଁ ଚିହ୍ନଟ ଏବଂ ଆଙ୍ଗୁଠି ଚିହ୍ନ ବ୍ୟବହାର କରି ସେମାନଙ୍କର ପେମେଣ୍ଟକୁ ପ୍ରମାଣିତ କରିପାରିବେ। ଏହି ସୁବିଧା ଅକ୍ଟୋବର ୮ ତାରିଖ ଅର୍ଥାତ୍ ଆସନ୍ତାକାଲିଠୁ ଆରମ୍ଭ ହେବ।
ଡିଜିଟାଲ୍ ପେମେଣ୍ଟକୁ ସହଜ କରିବା ପାଇଁ ବୁଧବାର ଠାରୁ UPI…