ବାରିପଦାରୁ ୧.୫ କୋଟି ବର୍ଷ ତଳର ଜୀବାଶ୍ମ ଠାବ
ମୟୂରଭଞ୍ଜ: ବାରିପଦାରେ ଚାଞ୍ଚଲ୍ୟ ଜିନିଷ ସାମ୍ନାକୁ ଆସିଛି। ସହରରୁ ପ୍ରାୟ ୧.୫ କୋଟି ବର୍ଷ ତଳର ମାୟୋସିନ୍ ଯୁଗର ସାମୁଦ୍ରିକ ଜୀବାଶ୍ମ ମିଳିଛି। ବର୍ତ୍ତମାନର ସ୍ଥଳଭାଗ ବାରିପଦା ଦିନେ ଏକ ଗଭୀର ସମୁଦ୍ର ଗର୍ଭରେ ଥିଲା। ଗବେଷକମାନେ ଏଠାରୁ ପ୍ରାଚୀନ ସାର୍କର ଦାନ୍ତ, ମେରୁଦଣ୍ଡ ଏବଂ ଶଙ୍କର…