ଖଣ୍ଡପଡ଼ା ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହଙ୍କ ନାମାଙ୍କନ ପତ୍ର ଦାଖଲ
ନୟାଗଡ଼: ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହ ମଙ୍ଗଳବାର ଦିନ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ବରିଷ୍ଠ ବିଜେପି ନେତା ତଥା ଖଣ୍ଡପଡ଼ାର ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ ତାଙ୍କର ହଜାର ହଜାର ସମର୍ଥକଙ୍କ ସହିତ ଏକ ପଟୁଆରରେ ନୟାଗଡ଼…