ମଧୁମେହ ରୋଗୀଙ୍କୁ ଆଶ୍ୱସ୍ତି; ଟାଇପ୍ ୨ ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍
ନୂଆଦିଲ୍ଲୀ: ଟାଇପ୍ ୨ ମଧୁମେହ ନିୟନ୍ତ୍ରଣ ପାଇଁ Ozempic ନାମକ ଏକ ଇଞ୍ଜେକ୍ସନ୍ ଭାରତରେ ଲଞ୍ଚ କରାଯାଇଛି। ଔଷଧ କମ୍ପାନୀ ନୋଭୋ ନରଡିସ୍କ ଭାରତରେ ଏହାର ଲୋକପ୍ରିୟ ମଧୁମେହ ଔଷଧ, ଓଜେମ୍ପିକ ଲଞ୍ଚ କରିଛି । ଏହି ଇଞ୍ଜେକ୍ସନ୍ ଏହାର ଓଜନ ହ୍ରାସ ପ୍ରଭାବ ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ।…