Latest Odisha News

BREAKING NEWS

ଆଇପିଏଲ: ସବୁ ସଂଯୋଗ ଆରସିବି ସପକ୍ଷରେ, ଜିତିପାରେ କ୍ରମାଗତ ଟାଇଟଲ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ ପ୍ରଥମ ଦଳ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଫାଇନାଲରେ ପ୍ରବେଶ କରିଛି । ଗତ ସଂସ୍କରଣର ଚାମ୍ପିୟନ ଆରସିବି କ୍ୱାଲିଫାୟର ୧ରେ ଗୁଜରାଟ ଟାଇଟାନ୍ସକୁ ସହଜରେ ହରାଇଛି । ଭଲ ପ୍ରଦର୍ଶନ ବ୍ୟତୀତ ଆଉ ଏକ ସଂଯୋଗ ମଧ୍ୟ ଆରସିବି ସପକ୍ଷରେ ରହିଛି । ଯାହାକି…

ଭିଜିଲାନ୍ସ ଜାଲରେ ଚମ୍ପୁଆର ACSO ଧୁମାରାମ ମୁର୍ମୁ

ଭୁବନେଶ୍ବର: ଧାନ ସଂଗ୍ରହ ପାଇଁ ସ୍ଥାନୀୟ LAMPCS ଇନଚାର୍ଜଙ୍କ ଠାରୁ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ କେନ୍ଦୁଝର ଚମ୍ପୁଆର ACSO ଧୁମାରାମ ମୁର୍ମୁଙ୍କୁ ଗିରଫ କରିଛି। ଚଳିତ ଖରିଫ ମାର୍କେଟିଂ ସିଜିନ୍ (KMS) ଅନୁଯାୟୀ କ୍ରୟ ସମ୍ପର୍କିତ ଫାଇଲ୍ ସଫା କରିବା ପାଇଁ ସେ…

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ଅନନ୍ୟ ଯାତ୍ରା: କାଗଜ ବନ୍ଧେଇରୁ ଡିଜିଟାଲ୍ ରୂପ

ସବୁ ଓଡ଼ିଆଙ୍କ ମନରେ ଯେମିତି ପ୍ରଭୁ ଜଗନ୍ନାଥ ଏକ ସ୍ୱତନ୍ତ୍ର ସ୍ଥାନ ନେଇଛନ୍ତି ସେହିଭଳି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଦଶ ହଜାର ପୃଷ୍ଠାର ଏକ ଲକ୍ଷ ପଞ୍ଚାଅଶି ହଜାରରୁ ଅଧିକ ଓଡ଼ିଆ ଶବ୍ଦ, ତା ସହିତ ଇଂ‌ରାଜୀ, ହିନ୍ଦୀ ଓ…

ବଛା ହେବେ ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ, ଗଠିତ ହେଲା ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର: ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ। ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ବେଷ୍ଟ ଲେଜିସ୍ଲେଟର ଆୱାର୍ଡ ରୁଲ୍ସ-୨୦୦୨ ଅନୁଯାୟୀ ଏହି…

ଓଡ଼ିଶା ପୋଲିସ୍‌ରେ ବଡ଼ ନିଯୁକ୍ତି ଘୋଷଣା, ପୂରଣ ହେବ ୭,୬୬୪ ପଦବୀ

ଭୁବନେଶ୍ୱର: ଓଡ଼ିଶା ସରକାର ପୋଲିସ ଏବଂ ୟୁନିଫର୍ମ ସେବାର ବିଭିନ୍ନ ବର୍ଗରେ ୭,୬୬୪ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାରୀ ସୂତ୍ର ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OUSSSC) ଦ୍ୱାରା ପରିଚାଳିତ ହେବ।…

‘ନିର୍ବାଚନ କମିଶନଙ୍କ SIR ପରିଚାଳନା କରିବାର ଅଧିକାର ଅଛି’: ECI ନିଷ୍ପତ୍ତିକୁ ସମର୍ଥନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)କୁ ସମର୍ଥନ। ଭାରତୀୟ ନିର୍ବାଚନ କମିଶନ (ECI) ନିଷ୍ପତ୍ତିକୁ ସମର୍ଥନ କଲେ ସୁପ୍ରିମକୋର୍ଟ। CJI ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ସମର୍ଥନ। ଭୋଟର ତାଲିକାର ସାଧାରଣ ସଂଶୋଧନ ପ୍ରକ୍ରିୟାଠାରୁ SIR ଭିନ୍ନ।…

NEET paper leak: ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: NEET-UG 2026 ପେପର୍ ଲିକ୍ ମାମଲାରେ ସିବିଆଇ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ପ୍ରଥମ ଗିରଫ ଅଭିଯୁକ୍ତ ହେଉଛନ୍ତି ଲାଟୁରର ଡାକ୍ତର ମନୋଜ ଶିରୁରେ। ସୂଚନା ଅନୁଯାୟୀ, ଡାକ୍ତର ମନୋଜ…

ପାଇଖାନା ଭିତରେ ମା-ପୁଅଙ୍କୁ ଥାନା ଅଧିକାରୀଙ୍କ ଥାର୍ଡ ଡିଗ୍ରୀ ଅଭିଯୋଗ

କେନ୍ଦ୍ରାପଡ଼ା: ପାଇଖାନା ଭିତରେ ମା’ପୁଅଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ ଓ ହାବିଲଦାର ମାଡ଼ ମାରିଥିବା ଅଭିଯୋଗ। ମା’କୁ ଅର୍ଦ୍ଧଉଲଗ୍ନ କରି ସର୍ବସମ୍ମୁଖରେ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ପୁଅର ତଣ୍ଟି ଚିପି…

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା

ଭୁବନେଶ୍ୱର: ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଭାରତୀୟ ନିର୍ବାଚନ କମିଶନ (ECI) ବୁଧବାର ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଜୁନ୍ ୧୮ ତାରିଖରେ ଓଡ଼ିଶାରୁ ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନେଇ ଘୋଷଣା କରିଛନ୍ତି। ECI ଦ୍ୱାରା ଜାରି ଏକ ପ୍ରେସ୍…