Latest Odisha News

BREAKING NEWS

ଟଙ୍କା ବାଣ୍ଟୁଥିବା ବେଳେ ଧରାପଡ଼ିଲେ ଜିଆରଏସ 

ଭଞ୍ଜନଗର: ଉଲଘଂନ କଲେ ନିର୍ବାଚନ ଆଚରଣ ବିଧି । ଟଙ୍କା ବାଣ୍ଟିଲେ ଜିଆରଏସ୍, ଧରାପଡିଲେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କାଦୁଆ ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଘଂନ ହୋଇଥିବା ଅଭିଯୋଗ ହୋଇଛି । ରାଉତି ପଞ୍ଚାୟତର ଜିଆରଏସ୍ ଶଲିଳ ସାହୁ ଓ ସରପଞ୍ଚ ତଥା ତାଙ୍କ ସ୍ତ୍ରୀଙ୍କ ବିରୋଧରେ ଆସିଛି…

ବିଚ୍ ରାସ୍ତାରେ ନିଶାସକ୍ତ ଯୁବତୀଙ୍କ ଯୋରଦାର ହଙ୍ଗାମା; ପୋଲିସ ଅଧିକାରୀଙ୍କ ଚୁଟି ଟାଣି କାମୁଡ଼ିଲେ

ମୁମ୍ବାଇ: ନିଶାସକ୍ତ ଅବସ୍ଥାରେ ହାଇ ଭୋଲଟେଜ୍ ଡ୍ରାମା କଲେ ଯୁବତୀ । ନିଶାରେ ଥାଇ ତିନି ଜଣ ଯୁବତୀ ଘଟାଇଲେ ତୁମୁଳକାଣ୍ଡ । ବିଚ୍ ରାସ୍ତାରେ ପୋଲିସ କର୍ମୀଙ୍କୁ ଗାଳିଗୁଲଜ କରି କାମୁଡିବା ସହ ଚୁଟି ଭିଡିଲେ ଓ ପୋଲିସ ବର୍ଦ୍ଦି ମଧ୍ୟ ଚିରିଦେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ମୁମ୍ବାଇର…

କେଜ୍ରିଓ୍ବାଲଙ୍କୁ ମିଳିବ କି ଅନ୍ତରୀଣ ଜାମିନ? ଆଜି ଶୁଣାଣି..

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ମିଳିବ କି ଅନ୍ତରୀଣ ଜାମିନ?  ଏନେଇ ଆଜି ରାୟ ଦେଇପାରନ୍ତି ସୁପ୍ରିମକୋର୍ଟ । ଏହାପୂର୍ବରୁ  କେଜ୍ରିଓ୍ବାଲଙ୍କ ବିରୋଧରେ ଇଡି ଏକ ସତ୍ୟପାଠ ଦାଖଲ କରିଛି । ଯେଉଁଥିରେ କୁହାଯାଇଛି, ପ୍ରଚାର ଏକ ମୌଳିକ ଅଧିକାର ନୁହେଁ ।…

କଲରା ପତରିଆ ବାଘ ଆକ୍ରମଣରେ ଜଣେ ମୃତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଅଞ୍ଚଳ ମାନକୁଣ୍ଡା ଜଙ୍ଗଲରେ କଲରା ପତରିଆ ବାଘ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି। ସୂତ୍ରରୁ ପ୍ରକାଶ ଯେ ନାକାଟିଦେଉଳ ରେଞ୍ଜ ଅନ୍ତର୍ଗତ ସାହେବୀ…

ବ୍ୟବସାୟୀଙ୍କ ଘରୁ ମିଳିଲା ଟଙ୍କାର ପାହାଡ଼, ଜବତ ହେଲା ବିଡ଼ା ବିଡ଼ା ନୋଟ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏଠାରେ ବିଳମ୍ବିତ ରାତିରେ ପୋଲିସ ଜଣେ ବ୍ୟବସାୟୀଙ୍କ ଘରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ କର୍ମଚାରୀମାନେ ସେଠାରେ ଯାହା ପାଇଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା। ବ୍ୟବସାୟୀଙ୍କ ଘରେ ପୋଲିସ ବହୁ ସଂଖ୍ୟକ ନଗଦ ଟଙ୍କାର ପାହାଡ଼…

ଭାରି ପଡିବ କି ବିଜେଡି ଇସ୍ତହାର?, ‘ମିଶନ ଶକ୍ତି ମା’ଙ୍କୁ ପେନସନ, ସରକାରୀ ଚାକିରୀଆଙ୍କୁ ବିଏସକେୱାଇରେ ଅର୍ନ୍ତଭୁକ୍ତ’

ଭୁବନେଶ୍ବର:  ନିର୍ବାଚନକୁ ମାତ୍ର ଦିନ କେଇଟା । ଭୋଟରଙ୍କୁ ନିଜ ଆଡକୁ ଆକର୍ଷଣ କରିବା ପାଇଁ ନିଜ ନିଜର ରୋଡ ମ୍ୟାପ ପ୍ରସ୍ତୁତ କରୁଛନ୍ତି ରାଜ୍ୟର ୩ ପ୍ରମୁଖ ଦଳ । ନିଜ ନିଜର ପ୍ରତିଶ୍ରୁତିର ପେଡି ରାଜ୍ୟବାସୀଙ୍କ ଆଗରେ ଖୋଲି ଦେଇଛନ୍ତି । ତେବେ ଏହି ନିକଟ ଅତୀତରେ ବିଜେପି ତାର ଇସ୍ତାହାର…

ଦୁଇ ଓଡିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ଦୁଇ ଓଡିଆ ପୁଅ । ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କଲେ ପଦ୍ମ ପୁରସ୍କାର । ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଓ ଲୋକକଳା ଶବ୍ଦ ନୃତ୍ୟ ଶିଳ୍ପୀ ଗୁରୁ ଭାଗବତ ପ୍ରଧାନଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁରୁବାର…

ବଦଳିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେଉଁ ସହରରେ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ପ୍ରତିଦିନ ବଦଳୁଛି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ। ଆଜି ଅର୍ଥାତ୍ ମେ ୧୦ରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଦେଶର ସମସ୍ତ ରାଜ୍ୟ ପାଇଁ ପେଟ୍ରୋଲ ଏବଂ ଡିଜେଲର ହାରକୁ ଅଦ୍ୟତନ କରିଛନ୍ତି। ଯାହା ଅନୁଯାୟୀ, ବିହାର ସମେତ ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଶସ୍ତା ହୋଇଛି।…

ମଝି ଆକାଶରେ ଜଳିଗଲା ଜେଟ, ଭିତରେ ଥିଲେ ୨ ପାଇଲଟ

ଚାଟୋଗ୍ରାମ୍: ଟେନିଂ ବେଳେ ଜଳିଗଲା ଫାଇଟର ଜେଟ୍ । ଭିତରେ ଥିଲେ ଦୁଇ ପାଇଲଟ ।  ଗତକାଲି ବାଲାଂଦେଶରେ ଏକ ଟ୍ରେନିଂ ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନିଂ ସରିବା ପରେ ଦୁଇ ପାଇଲଟ ବେସ୍‌ କ୍ୟାମ୍ପକୁ ଫେରୁଥିବା ବେଳେ ତାହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଉକ୍ତ ସମୟରେ ଜେଟ୍‌ରେ…

ଆରମ୍ଭ ହେଲା ଶୀତଳ ଷଷ୍ଠୀ  ଯାତ୍ରା, ଆଜି ଚୟନ ହେବେ ମାତା ପାର୍ବତୀଙ୍କ ପିତାମାତା

ସମ୍ବଲପୁର: ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାର ଆଜି ଆଦ୍ୟ ପର୍ବ। ଶିବ ବିବାହ ପାଇଁ ଆଜି ଥାଳ ଉଠା ସହ କନ୍ୟା ମାତା ପିତା ଚୟନ କରାଯିବ। ଆଜି ଅପରାହ୍ନରେ ବିଭିନ୍ନ ଶିବାଳୟରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ମନ୍ଦିରରୁ ଥାଳ ଉଠିବ ଏବଂ ଶୀତଳଷଷ୍ଠୀ ଯାତ୍ରା ପାଇଁ ଦାନ ଓ ଅନୁଦାନ…