Latest Odisha News

BREAKING NEWS

ଲକ୍ଷ୍ନୌ ଅଧିନାୟକ ଦାୟିତ୍ୱରୁ ଓହରିଲେ ରାହୁଲ !

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ପ୍ଲେ ଅଫ ପ୍ରବେଶ ଆଶା କଠିନ ହୋଇଯାଇଛି । ବୁଧବାର ସନରାଇଜର୍ସ ବିପକ୍ଷ ମୁକାବିଲାରେ ଦଳ ଶୋଚନୀୟ ଭାବେ ୧୦ ୱିକେଟରେ ପରାସ୍ତ ହୋଇଥିଲା । ଏହା ପରେ ଲକ୍ଷ୍ନୌ ଫ୍ରାଂଚାଇଜରର ମାଲିକ ପଡିଆରେ ଅଧିନାୟକ କେଏଲ ରାହୁଲଙ୍କ ଉପରେ ଅସନ୍ତୁୂଷ୍ଠ…

‘ଭକ୍ତମାନେ ଶ୍ରୀମନ୍ଦିରରେ ନଥିବା ସମୟରେ ହିଁ ରତ୍ନଗଣତି ପ୍ରକ୍ରିୟା ସହଜ ହେବ’

ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ରତ୍ନଗଣତି ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ଦ୍ୱିତୀୟ ହାଇଲେବଲ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ଅରଜିତ ପଶାୟତଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ହାଇଲେବଲ୍ କମିଟିର…

ନାମାଙ୍କନ ଦାଖଲ ବେଳେ ପ୍ରଶାନ୍ତ ଓ ଅରିନ୍ଦମଙ୍କ ସମର୍ଥକଙ୍କ ମଧ୍ୟରେ ଠେଲାପେଲା

କଟକ: କଟକ ଜିଲ୍ଲା ସାଲେପୁର ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଭିନେତା ତଥା ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ। ସେହିପରି ଏହି ଆସନ ପାଇଁ ବିଜେଡି ତରଫରୁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରଶାନ୍ତ ବେହେରା। ସେମାନେ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ…

ଭାରତରେ କମିଛି ହିନ୍ଦୁ ଜନସଂଖ୍ୟା; ଇଏସି-ପିଏମ

ନୂଆଦିଲ୍ଲୀ: ୧୯୫୦ରୁ ୨୦୧୫ ଭିତରେ ଭାରତରେ ହିନ୍ଦୁ ଜନସଂଖ୍ୟା କମିଛି । ଏମିତି କିଛି ରିପୋର୍ଟ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଇଏସି-ପିଏମ । ୧୯୫୦ରୁ ୨୦୧୫ ଭିତରେ ହିନ୍ଦୁ ଜନସଂଖ୍ୟା ୮୪.୬୮ ପ୍ରତିଶତରୁ ୭୮.୦୬ ପ୍ରତିଶତକୁ ହ୍ରାସ ପାଇଛି । ପ୍ରାୟ ୭.୮୨ ପ୍ରତିଶତ ହ୍ରାସ ପାଇଛି। ଏହି ସମୟ…

ଗଣମାଧ୍ୟମ ସ୍ବାଧୀନତା ବିପଦରେ, ପ୍ରଥମ ୩୧ ଦେଶ ଭିତରେ ଭାରତ ସାମିଲ

ନୂଆଦିଲ୍ଲୀ: ରିପୋଟର୍ସ ୱିଦଆଉଟ ବଡର୍ସ(ଆରଏସଏଫ) ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କର ୨୧ତମ ସଂସ୍କରଣ ଜାରି କରିଛି। ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସ ତଥା ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୫୯ ରହିଛି । ବିଗତ କିଛି ବର୍ଷର ରିପୋର୍ଟ ଦେଖିଲେ ଭାରତର…

ପ୍ରାର୍ଥୀପତ୍ର ଦାଖଲ କଲେ କୋରାଇର ବିଜେଡି ବିଧାୟିକା ପ୍ରାର୍ଥୀନୀ ସଂଧ୍ୟାରାଣୀ ଦାସ

ଯାଜପୁର: ନାମାଙ୍କନ ଭରିଲେ ସଂଧ୍ୟାରାଣୀ ଦାସ । ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀନୀ ସଂଧ୍ୟାରାଣୀ ଦାସ । ଏହା ପୂର୍ବରୁ ସେ ପାଣିକୋଇଲି ତାରିଣୀ ମନ୍ଦିରରେ ପୁଜାର୍ଚ୍ଚନା କରି ନିଜର ହଜାର ହଜାର ସମର୍ଥକଙ୍କ ସହ…

କଂଗ୍ରେସ ହାତରେ କଳାହାଣ୍ଡି ଚାବି !

ଭୁବନେଶ୍ବର : କାହାର ହେବ କଳାହାଣ୍ଡି ? ପୁଣି ଫୁଟିବ ପଦ୍ମ, ନା ହେବ ଶଙ୍ଖନାଦ ? କଂଗ୍ରେସର କଳାହାଣ୍ଡି ସମ୍ଭାବନା କେତେ ? କଳାହାଣ୍ଡିରେ ଏଥର ପ୍ରାର୍ଥୀ ବଦଳାଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ବିଜେଡି ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ କରିଛି ତ ବିଜେପି ରାଣୀ ମାଳବିକା କେଶରୀ ଦେଓଙ୍କୁ…

ପୁରୀରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ: ବିଜେପିର ସିଦ୍ଧାନ୍ତ- ଯାହା କହିବୁ, ତାକୁ କରି ଦେଖାଇବୁ

ପୁରୀ: ପୁରୀରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଆୟୋଜିତ ଏକ ବିରାଟ ସମାବେଶକୁ ସମ୍ବୋଧିତ କରିଛନ୍ତି ଗଡକାରୀ । ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ଗଡକାରୀ । ଏହାପରେ…

ହରିୟାଣାରେ ବିଜେପି ଶକ୍ତ ଝଟକା, ଇସ୍ତଫା ଦେଲେ ବରିଷ୍ଠ ନେତା ସୁରଜ ପାଲ ଅମ୍ମୁ

ଚଣ୍ଡିଗଡ: ହରିୟାଣାରେ ବିଜେପି କୁ ଆଉ ଏକ ବଡ଼ ଝଟକା । ଦଳରୁ ଇସ୍ତଫା ଦେଲେ ରାଜପୁତ ସମ୍ପ୍ରଦାୟର ବଡ ନେତା ସୁରଜ ପାଲ ଅମ୍ମୁ । ଅମ୍ମୁ ତାଙ୍କର ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ପଠାଇଦେଇଛନ୍ତି । ଏଥିରେ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜପୁତ…

ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଅସିତ୍ ପଟ୍ଟନାୟକ

ଭଦ୍ରକ: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଚାଲିଛି ନାମାଙ୍କନ ଦାଖଲ ପର୍ବ । ଏହି ଅବସରରେ ଆଜି ନାମାଙ୍କନ ଭରିଛନ୍ତି ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ପ୍ରାର୍ଥୀ ଅସିତ୍ ପଟ୍ଟନାୟକ । ନଜର ହଜାର ହଜାର ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ ମନୋଜ ପାତ୍ର ଙ୍କ ନିକଟରେ…