ବାଂଲାଦେଶରେ ଘୋଷଣା ହେଲା ସାଧାରଣ ନିର୍ବାଚନ ତାରିଖ, ଏହି ଦିନ ପଡିବ ଭୋଟ୍…
ଢାକା: ବାଂଲାଦେଶରେ ୧୩ତମ ସଂସଦୀୟ ନିର୍ବାଚନର ତାରିଖ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ ଗୁରୁବାର ଏହି ତାରିଖ ଘୋଷଣା କରିଛନ୍ତି । ଦେଶରେ ୨୦୨୬ ଫେବୃଆରୀ ୧୨ ତାରିଖରେ ଭୋଟ୍ ଦିଆଯିବ ।
ତେବେ ଭୋଟ୍ ପ୍ରକ୍ରିୟା ଶେଷ ହେବା ପରେ…