Latest Odisha News

BREAKING NEWS

ଆମେରିକାରେ ବଡ଼ ବିମାନ ଦୁର୍ଘଟଣା: ପରମାଣୁ କ୍ଷମତାସମ୍ପନ୍ନ B-52 ବିମାନ ଦୁର୍ଘଟଣାଗ୍ରସ୍ତ, ୮ ମୃତ

ନୂଆଦିଲ୍ଲୀ: ଆମେରିକାର କାଲିଫର୍ନିଆରୁ ଏକ ଭୟଙ୍କର ବିମାନ ଦୁର୍ଘଟଣାର ଖବର ଆସିଛି। ଆମେରିକା ବାୟୁସେନାର ସବୁଠାରୁ ନିର୍ଭରଯୋଗ୍ୟ ବିମାନ ମଧ୍ୟରୁ ଏକ B-52 ଷ୍ଟ୍ରାଟୋଫୋର୍ଟରେସ୍ ବୋମା ବିସ୍ଫୋରଣକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦକ୍ଷିଣ କାଲିଫର୍ନିଆର ଏକ ବାୟୁସେନା ଘାଟି ନିକଟରେ…

Slovakia’s highest honour:ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ସମ୍ମାନ;ତାଙ୍କର ୩୩ତମ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ନାଗରିକ ସମ୍ମାନ, ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍ (ପ୍ରଥମ ଶ୍ରେଣୀ) ପ୍ରଦାନ କରାଯାଇଛି। ସେ ଏହି ସମ୍ମାନ ପାଇବାରେ ପ୍ରଥମ ଭାରତୀୟ । ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲେଗ୍ରୀନି ତାଙ୍କୁ ଏହି ସମ୍ମାନ ପ୍ରଦାନ…

ପୁଣି ନନ୍ଦନକାନନରେ ଜନ୍ମିତ ଶାଗୁଣା ଶାବକର ମୃତ୍ୟୁ

ଭୁବନେଶ୍ବର:ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶାଗୁଣା ଶାବକର ସୋମବାର ମୃତ୍ୟୁ ହୋଇଛି। ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସରର ଶାଗୁଣା ପ୍ରଜନନ କେନ୍ଦ୍ରରେ ଗତ ମାର୍ଚ୍ଚ ୧୧ ତାରିଖରେ ଜନ୍ମ ଲାଭ କରିଥିବା ଶାଗୁଣା ଶାବକର ମୃତ୍ୟୁ ହୋଇଛି । କେଉଁ କାରଣରୁ ହୋଇଛି ଜାଣିବା ପାଇଁ ଶବ ବ୍ୟବଛେଦ ଲାଗି…

SIR Drive In Odisha:୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିନିୟର ଡେପୁଟି ଇଲେକ୍ସନ କମିଶନର;SIRର ହେବ ସମୀକ୍ଷା

ଭୁବନେଶ୍ବର: ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ସିନିୟର ଡେପୁଟି ଇଲେକ୍ସନ କମିଶନର ଜ୍ଞାନେଶ ଭାରତୀ। ରାଜ୍ୟରେ ଚାଲିଥିବା SIRର ଅଗ୍ରଗତି ନେଇ ସେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବେ। ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଅଧିକାରୀମାନଙ୍କୁ ଆବଶ୍ୟକୀୟ…

ସୈନିକ ସ୍କୁଲ୍ ନିକଟରେ ଭୟଙ୍କର ସିରିଜ ଦୁର୍ଘଟଣା;ମାଡ଼ିଗଲା କାର…୨ ମୃତ

ଭୁବନେଶ୍ବର:ଭୁବନେଶ୍ବରରେ ଭୟଙ୍କର ଦୁର୍ଘଟଣା । ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତି ପ୍ରାୟ ୯ଟା ବେଳେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା ୪ଜଣଙ୍କ ଉପରେ ମାଡି ଯାଇଥିଲା। ଏପରିକି କାର୍‌ଟି ଭାରସାମ୍ୟ ହରାଇ ଏକ ଅଟୋ ଏବଂ ଏକାଧିକ…

DRDO Successfully Tests LRLACM:ଓଡ଼ିଶା ଉପକୂଳରେ DRDOର ସଫଳ ଦୂରଗାମୀ ସ୍ଥଳ ଆକ୍ରମଣ କ୍ରୁଜ୍ ମିସାଇଲ…

ନୂଆଦିଲ୍ଲୀ:ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO)ସୋମବାର ଦିନ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଦୀର୍ଘ ଦୂରଗାମୀ ସ୍ୱଦେଶୀ ସ୍ଥଳ ଆକ୍ରମଣ କ୍ରୁଜ୍ କ୍ଷେପଣାସ୍ତ୍ର (LRLACM- Long Range Land Attack Cruise Missile)ର ଏକ ଉଡ଼ାଣ ପରୀକ୍ଷଣ ସଫଳତାର ସହିତ କରିଛି। ପରୀକ୍ଷଣ…

ଅରିଜିତଙ୍କ ପରେ ପ୍ରୀତମଙ୍କ ପୋଷ୍ଟ ନେଇ ଚିନ୍ତାରେ ପ୍ରଶଂସକ

ମୁମ୍ବାଇ: ଚଳିତ ବର୍ଷ ଆରମ୍ଭରେ ଭାରତର ଲୋକପ୍ରିୟ ଗାୟକ ଅରିଜିତ ସିଂ ପ୍ଲେ ବ୍ୟାକ ସିଙ୍ଗିଙ୍ଗରୁ ଅବସର ନେବେ ବୋଲି ଘୋଷଣା କରିଥିଲେ । ଯାହାକି ପ୍ରଶଂସକଙ୍କୁ ନିରାଶ କରିଥିଲା । ଏବେ ସଙ୍ଗୀତକାର ଓ ଗାୟକ ପ୍ରୀତମ ମଧ୍ୟ ଏ ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି । ସେ ତାଙ୍କ ଜନ୍ମଦିନରେ ଏକ ପୋଷ୍ଟ…

ଜୟପୁରରେ ‘କକ୍ରୋଚ୍ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆକ୍ରମଣ

ଜୟପୁର: ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଥିବା 'କକ୍ରୋଚ୍ ଜନତା ପାର୍ଟି' (ସିଜେପି) ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ରାଜସ୍ଥାନର ଜୟପୁରରେ ଆକ୍ରମଣ କରାଯାଇଛି। ଜଣେ ଅଜ୍ଞାତ ଯୁବକ ତାଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ…

ଏନସିପିଆଇରେ ମିଶିଲେ ଟିଏମସିର ବିଦ୍ରୋହୀ ସାଂସଦ, କାକୋଲି ଘୋଷ ଦସ୍ତିଦାର ହେଲେ ସଂସଦୀୟ ଦଳର ଅଧ୍ୟକ୍ଷ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ବା ଟିଏମସିର ୨୦ ଜଣ ବିଦ୍ରୋହୀ ଲୋକସଭା ସାଂସଦ ଆନୁଷ୍ଠାନିକ ଭାବେ 'ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ' (ଏନସିପିଆଇ) ରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପରେ ଦଳର ବରିଷ୍ଠ ନେତ୍ରୀ କାକୋଲି ଘୋଷ ଦସ୍ତିଦାରଙ୍କୁ ସଂସଦରେ…

ଫିଫା ବିଶ୍ୱକପ: ସବୁଠାରେ ଜାପାନ ପ୍ରଶଂସକଙ୍କୁ ପ୍ରଶଂସା

ନୂଆଦିଲ୍ଲୀ: ଫିଫା ବିଶ୍ୱକପର ରୋମାଂଚ ଧୀରେ ଧୀରେ ଭରିବାରେ ଲାଗିଛି । ଅର୍ଲିଂଟନରେ ଖେଳାଯାଇଥିବା ମୁକାବିଲାରେ ଶକ୍ତିଶାଳୀ ନେଦରଲାଣ୍ଡ ବିପକ୍ଷରେ ଜାପାନ ୨-୨ରେ ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଛି । ଜାପାନ ପାଇଁ ଏହି ମ୍ୟାଚ ବିଜୟ ସଦୃଶ ଥିଲା । ତେବେ ମ୍ୟାଚ ପରେ ଜାପାନୀ ପ୍ରଶଂସକମାନେ ଏ…