ମେଡିସିନ୍ ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର ଘୋଷଣା
ନୂଆଦିଲ୍ଲୀ: ମେଡିସିନ୍ ପାଇଁ ସମ୍ମାନଜନକ ନୋବେଲ୍ ପୁରସ୍କାର ଘୋଷଣା। ୨୦୨୫ ବର୍ଷ ପାଇଁ ୩ ବୈଜ୍ଞାନିକଙ୍କୁ ମେଡିସିନ୍ରେ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ମ୍ୟାରି ଇ. ବ୍ରୋନ୍କୋ, ଫ୍ରେଡ୍ ରାମ୍ସଡେଲ୍, ସିମୋନ ଶାକାଗୁଚିଙ୍କୁ ମିଳିବ ନୋବେଲ୍ ପୁରସ୍କାର। ଶରୀରରେ ପ୍ରତିରୋଧକ ଶକ୍ତି…