ବାଇକ୍କୁ ଧକ୍କା ଦେଲା ଅଜଣା ଗାଡ଼ି, ଭୟଙ୍କର ଦୁର୍ଘଟଣାରେ ୩ ମୃତ
କନ୍ଧମାଳ: ମହାସିଙ୍ଗ ବ୍ରିଜ୍ ନିକଟରେ ବାଇକ୍କୁ ଧକ୍କା ଦେଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ, ବାଲିଗୁଡ଼ା ହସ୍ପିଟାଲ୍ରେ ଆଉ ୨ ମୃତ। ୩ ମୃତକଙ୍କ ପରିଚୟ ମିଳିନି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଜଣା ଗାଡ଼ି ଧକ୍କା ଦେବାରୁ ୩…