Latest Odisha News

BREAKING NEWS

ସିନ୍ଧୁ ଜଳ ଚୁକ୍ତି: ଆତଙ୍କବାଦ ବନ୍ଦ ନହେବା ଯାଏଁ ବଦଳିବନି ଭାରତର ଆଭିମୁଖ୍ୟ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସିନ୍ଧୁ ଜଳ ଚୁକ୍ତି ବା 'ଇଣ୍ଡସ୍ ୱାଟର୍ସ ଟ୍ରିଟି' କୁ ନେଇ ପୁଣି ଥରେ ଉତ୍ତେଜନା ପ୍ରକାଶ ପାଇଛି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ବୈଦେଶିକ…

Satluj : ‘ସତଲୁଜ’ରେ ପଞ୍ଜାବର ଲୁଚିଥିବା କଳା ଇତିହାସ! ଦିଲଜିତ୍ ଦୋସାଞ୍ଜଙ୍କ ଫିଲ୍ମ ଦେଉଛି ୫ ବଡ଼…

ମୁମ୍ବାଇ: ପଞ୍ଜାବର ଇତିହାସର ଏକ ଅନ୍ଧକାର ଅଧ୍ୟାୟକୁ ପରଦାରେ ଆଣିଛି ଦିଲଜିତ୍ ଦୋସାଞ୍ଜଙ୍କ ନୂଆ ଫିଲ୍ମ 'ସତଲୁଜ'। ପୂର୍ବରୁ 'ପଞ୍ଜାବ ୯୫(Punjab 95)' ନାମରେ ପରିଚିତ ଏହି ଫିଲ୍ମ ଜୁଲାଇ ୩ରୁ କୌଣସି ପ୍ରଚାର ପ୍ରସାର ବିନା ସିଧାସଳଖ ZEE5 ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଛି। ଫିଲ୍ମଟି…

PM on Energy Crisis: ‘ବିଶ୍ବର ବଡ ସଙ୍କଟକୁ ହରାଇଲା ଭାରତ…’, ପ୍ରଧାନମନ୍ତ୍ରୀ ବଖାଣିଲେ ତେଲ ସଙ୍କଟର ଦେଶ କିପରି…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସ୍ଥିତି ଯୋଗୁଁ ବିଶ୍ବରେ ତେଲ ଏବଂ ଶକ୍ତି ସଙ୍କଟ ଦେଖାଦେଇଥିବା ବେଳେ ଏହାକୁ ନେଇ ଏକ ବଡ ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜସ୍ଥାନରେ ବହୁ ପ୍ରତୀକ୍ଷିତ ରିଫାଇନେରୀ ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି…

ଟେଲିଗ୍ରାମ୍‌କୁ ବ୍ୟାପକ ପାଇରେସୀ ପାଇଁ କେନ୍ଦ୍ରର ନୋଟିସ୍

ନୂଆଦିଲ୍ଲୀ: ବ୍ୟାପକ ପାଇରେସି ସମ୍ପର୍କରେ ସରକାର ଟେଲିଗ୍ରାମକୁ ଏକ ନୋଟିସ ଜାରି କରିଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଟେଲିଗ୍ରାମକୁ ପାଇରେଟେଡ୍ ଫିଲ୍ମ ଏବଂ OTT କଣ୍ଟେଣ୍ଟ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ୧୫ ଦିନ ମଧ୍ୟରେ ନିଆଯାଇଥିବା…

କମ୍ବିଂ ଅପରେସନ୍ ବେଳେ ଜଙ୍ଗଲରୁ ପୁଣି ଠାବ ହେଲା ମାଓ ଡମ୍ପ୍‌

ରାୟଗଡ଼ା: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। କମ୍ବିଂ ଅପରେସନ୍ ବେଳେ ପୁଣି ଠାବ ହେଲା ମାଓ ଡମ୍ପ୍‌। ରାୟଗଡ଼ା ଜିଲ୍ଲା ଅମ୍ବାଦୋଳା ଥାନା ରଘୁବାରୀ ସଂରକ୍ଷିତ ଜଙ୍ଗଲରେ ଠାବ ହୋଇଛି। ୩୦୩ ରାଇଫଲ୍, ୩୭ ରାଉଣ୍ଡ ଗୁଳି, ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି। ଏହାସହ ୨୫ଟି ଗୁଳି, ୧୦ଟି ଆରବିଜିଏଲ୍ ସହ…

Robbery at Petrol Pump:ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା; ସିସିଟିଭିରେ କଏଦ…

ବାଲେଶ୍ୱର: ଏକ ପେଟ୍ରୋଲ ପମ୍ପରୁ ଗତକାଲି ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିର…

ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ୍ ଷ୍ଟାଣ୍ଡିଂ କମିଟି ବୈଠକ; ମାଓବାଦୀ ଓ ମାଦକ ଦ୍ରବ୍ୟ ଚୋରାଚାଲାଣ ଉପରେ ଲାଗିବ ରୋକ୍

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ଷ୍ଟାଣ୍ଡିଂ କମିଟି ବୈଠକ। ଏକାଠି ହେବେ ୪ ରାଜ୍ୟର ମୁଖ୍ୟ ସଚିବ ଓ ପୋଲିସ ଡିଜି। କେନ୍ଦ୍ର ସରକାରଙ୍କ ଅଧିକାରୀ ମଧ୍ୟ ସାମିଲ ହେବେ। ଏଥିପାଇଁ ୮୭ ଜଣ ଅଫିସରଙ୍କୁ ନିୟୋଜିତ କଲେ ରାଜ୍ୟ ସରକାର। ଏହି ୧୫ତମ ଷ୍ଟାଣ୍ଡିଂ…

ହସ୍ପିଟାଲରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାରୁ ତାଙ୍କୁ ଥାଣେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନଜର ରଖିଥିବା ବେଳେ ତାଙ୍କ…

ଓଡ଼ିଶା ହାଇକୋର୍ଟର ଏଏସ୍‌ଓ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲା: ଗିରଫ ୧୪ ଜଣଙ୍କ ଜାମିନ ଆବେଦନର ଶୁଣାଣି ଶେଷ

କଟକ: ଓଡ଼ିଶା ହାଇକୋର୍ଟର ଆସିଷ୍ଟାଣ୍ଟ୍‌ ସେକ୍ସନ ଅଫିସର୍‌ (ଏଏସ୍‌ଓ) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲା । ଗିରଫ ହୋଇଥିବା ସମସ୍ତ ୧୪ ଜଣଙ୍କ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀ ରାୟ । ଆବେଦନକାରୀଙ୍କୁ ଲିଖିତ…

Pakhala Divas bill: ପଖାଳ ପାଇଁ ୨ କୋଟି!

ଭୁବନେଶ୍ବର: ଗରିବର ପଖାଳ, କୋଟିର ଖର୍ଚ୍ଚ! ସାଧାରଣ ପଖାଳ ଖିଆରେ ୨ କୋଟି ଖର୍ଚ୍ଚ ନେଇ ବିବାଦ! ପଖାଳ...ଏହି ନାଁ ଶୁଣିଲେ ଓଡ଼ିଆଙ୍କ ମନକୁ ଆସିଯାଏ ମାଆର ହାତର ସ୍ୱାଦ, ଖରାଦିନର ଶାନ୍ତି ଆଉ ମାଟିର ବାସ୍ନା। କିନ୍ତୁ ସେହି ପଖାଳ ଏବେ ସ୍ୱାଦ ପାଇଁ ନୁହେଁ, ବରଂ କୋଟି କୋଟି ଟଙ୍କାର…