ମାଛ ଧରି ମାଲାମାଲ ମତ୍ସ୍ୟଜୀବୀ, ଜାଣନ୍ତୁ କେତେ ଟଙ୍କାରେ ବିକ୍ରି କଲେ
ପାରାଦୀପ: ପାରାଦୀପରେ ମହାନଦୀରୁ ୪୦୦ କେଜିରୁ ଅଧିକ ଓଜନର ଏକ ମାଛ ଧରି ଜଣେ ମତ୍ସ୍ୟଜୀବୀ ଏକ ପ୍ରକାର ଭଲ ରୋଜଗାର କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ କିଛି ମତ୍ସ୍ୟଜୀବୀ ମହାନଦୀରେ ମାଛ ଧରିବାକୁ ଯାଇଥିଲେ। ୪ଟି ନଦୀର ସଙ୍ଗମସ୍ଥଳ ଚଉମୁହାଣରେ ମାଛ ଧରିବା ବେଳେ ଜଣେ ମତ୍ସ୍ୟଜୀବୀ ଜାଲି…