କମିଲା ଗ୍ୟାସ୍ ଦର, ୧୯ ଟଙ୍କା କମିଲା କମର୍ସିଆଲ ଏଲ୍ପିଜି ସିଲିଣ୍ଡର ଦାମ୍
ନୂଆଦିଲ୍ଲୀ: କମିଲା ଗ୍ୟାସ ଦର। କମର୍ସିଆଲ ଏଲ୍ପିଜି ସିଲିଣ୍ଡର ଦାମ୍ କମିଲା। ୧୯ କେଜି କମର୍ସିଆଲ ଏଲ୍ପିଜି ସିଲିଣ୍ଡର ଦାମ୍ ୧୯ ଟଙ୍କା କମିଲା। ଦିଲ୍ଲୀରେ କମର୍ସିଆଲ ଏଲ୍ପିଜି (LPG) ସିଲିଣ୍ଡର ଦାମ୍ ୧୭୪୫ ଟଙ୍କାକୁ କମିଲା। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ…