Villagers Attack Forest Officials:ବନ କର୍ମଚାରୀଙ୍କୁ ଗାଁ ଲୋକଙ୍କ ସଂଘବଦ୍ଧ ଆକ୍ରମଣ;ବୃକ୍ଷରୋପଣ ବେଳେ ଆକ୍ରମଣ…
ବଲାଙ୍ଗୀର:ମାଡ଼ ଖାଇଲେ ବନ କର୍ମଚାରୀ । ବନ କର୍ମଚାରୀମାନେ ବୃକ୍ଷରୋପଣ ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଯୁବାମାଲ ଗାଁରୁ ସାମ୍ନାକୁ ଆସିଛି ଏଭଳି ଘଟଣା ।
ସୂଚନାମୁତାବକ, ଯୁବାମାଲ ଗାଁର ମୁଣ୍ଡାପଡାରେ ଲୋକେ ଜଙ୍ଗଲ ଜମିକୁ ଦଖଲ କରିଥିବା…