Latest Odisha News

BREAKING NEWS

ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ଭାବରେ ବିକଶିତ ୧୭ଟି ପାଠ୍ୟପୁସ୍ତକର ସମୀକ୍ଷା ଏବଂ ଅନୁମୋଦନ କରାଯାଇଛି । ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ପାଠ୍ୟକ୍ରମ ଏବଂ…

ଲାଞ୍ଚ ନେବାବେଳେ ଗ୍ରାମ ପଞ୍ଚାୟତ ଏଡିଇଓଙ୍କୁ ମାଡି ବସିଲା ଭିଜିଲାନ୍ସ

ବାରିପଦା: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର । ମନରେଗା ଯୋଜନାରେ ଏକ ଫାର୍ମ ପୋଖରୀ ୱାର୍କ କୋଡ଼ ପାଇଁ ନେଉଥିଲେ ଲାଞ୍ଚ ନେବାବେଳେ ମୟୁରଭଞ୍ଜ ବଡ଼ସାହି ତଳପଦା ଗ୍ରାମ ପଞ୍ଚାୟତ ଏଡିଇଓ ହେମନ୍ତ କୁମାର ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଜଣେ…

ଯଶସ୍ୱୀଙ୍କ ଶତକ, ରୋକୋଙ୍କ କମାଲ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ସିରିଜ ବିଜୟୀ

ଭାଇଜାଗ: ଯଶସ୍ୱୀ ଜୈସୱାଲଙ୍କ ଶତକ ଏବଂ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିିନିକିଆ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ୨-୧ରେ ସିରିଜ ବିଜୟୀ ହୋଇ ଟେଷ୍ଟ ପରାଜୟର ମଧୂର…

ଆନ୍ତର୍ଜାତୀୟ କ୍ରିକେଟର ୨୦୦୦୦ ରନ କ୍ଲବରେ ରୋହିତ

ଭାଇଜାଗ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ ଅବସରରେ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଆନ୍ତର୍ଜାତୀୟ କ୍ରିକେଟରେ ୨୦୦୦୦ ରନ ପୂର୍ଣ୍ଣ କରିଛନ୍ତି । ଭାରତର ୪ର୍ଥ ଏବଂ ଓଭରାଲ ୧୪ତମ କ୍ରିକେଟର ଭାବେ ଏହି ସଫଳତା ହାସଲ…

ସଙ୍ଗକାରାଙ୍କ ବିଶ୍ୱରେକର୍ଡ ସହ ସମକକ୍ଷ ହେଲେ ଡି କକ

ଭାଇଜାଗ: ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାର କ୍ୱିଂଟନ ଡି କକ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଦିନିକିଆ କ୍ରିକେଟରେ ସେ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସେ କୁମାର ସଙ୍ଗକାରାଙ୍କ ବିଶ୍ୱରେକର୍ଡ…

Odisha Politics: ବିଜେଡିକୁ ଶକ୍ତ ଝଟକା; ପଦ୍ମ ଧରିଲେ ପ୍ରଫୁଲ ସାମଲଙ୍କ ୨ ପୁଅ ଓ ଭଉଣୀ

ଭୁବନେଶ୍ବର: ଭଦ୍ରକରେ ଭୁଶୁଡ଼ିଲା ବିଜେଡି । ପଦ୍ମ ଧରିଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ ସାମଲଙ୍କ ୨ ପୁଅ ଓ ଭଉଣୀ । ପ୍ରୟାସକାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲ ପଦ୍ମ ଧରିଛନ୍ତି। ପ୍ରଫୁଲଙ୍କ ଭଉଣୀ ଉର୍ମିଳା ନାୟକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ବାଜା ବଜାଇ, ବାଣ ଫୁଟାଇ ଶତାଧିକ…

ବିନା ଅନୁମତିରେ ବିଡିଓ ଏବଂ ତହସିଲଦାର ଛୁଟିରେ ରହିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ…

ଯାଜପୁର: ଏଣିକି କୌଣସି ବିଡିଓ ଏବଂ ତହସିଲଦାର ଛୁଟି ଦରଖାସ୍ତ ଦାଖଲ ନକରି ବିନା ଅନୁମତିରେ ଅନୁପସ୍ଥିତ ରହିପାରିବେ ନାହିଁ । ଯଦି କେହି ବିନା ଅନୁମତିରେ ଛୁଟିରେ ରୁହନ୍ତି ତେବେ ତାଙ୍କ ବିରୋଧରେ ନିଆିବ କଡା କାର୍ଯ୍ୟାନୁଷ୍ଠାନ ବୋଲି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର କଡ଼ା ନିର୍ଦ୍ଦେଶ…

India -South africa T20 match: ସାଧାରଣ ଦର୍ଶକ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା ଜାରୀ;…

ଭୁବନେଶ୍ୱର: ଡିସେମ୍ବର ୯ ତାରିଖରେ ହେବାକୁ ଯାଉଛି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍‌କୁ ନେଇ ରହିଛି ପ୍ରତ୍ୟେକଙ୍କ ମନରେ ଉଲ୍ଲାସ । ଏହାକୁ ଲକ୍ଷ୍ୟ କରି କ୍ରୁଟ୍ ପକ୍ଷରୁ ଚଳାଚଳ ହେବ…

Green Energy Hub: ୨୦୩୬ ସୁଦ୍ଧା ରାଜ୍ୟ ହେବ ଗ୍ରୀନ୍‌ ଏନର୍ଜି ହବ୍: ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀରେ ଆୟୋଜିତ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ-୨୦୨୫(GELS 2025)କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍‍ଘାଟନ କରିଛନ୍ତି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିକାଶରେ ଏନର୍ଜି ସପ୍ଲାଇ ଚେନକୁ ଓଡ଼ିଶା ନିଜର ପ୍ରମୁଖ ଉପାଦାନ ଭାବେ ଗ୍ରହଣ କରିଛି…

୫୨୦୧୩୧୪ ନମ୍ବର କାହିଁକି ସବୁଆଡେ ହେଉଛି ଭାଇରାଲ୍ ? ଜଣାପଡ଼ିଲା ରହସ୍ୟ

ନୂଆଦିଲ୍ଲୀ:  ବର୍ତ୍ତମାନ ସମୟରେ ଇନଷ୍ଟାଗ୍ରାମ, ଫେସବୁକ, ହ୍ୱାଟ୍ସଆପ୍ ଓ ଅନ୍ୟ ସୋସିଆଲ ମିଡିଆରେ ଗୋଟିଏ ରହସ୍ୟମୟ ନମ୍ବର ଜୋର୍‌ଦାର ଭାଇରାଲ୍ ହେଉଛି। ସେ ନମ୍ବରଟି ହେଉଛି ୫୨୦୧୩୧୪। ଅନେକେ ଭାବୁଛନ୍ତି ଏହା କିଛି ଭୟଙ୍କର ଜିନିଷ ନା କୌଣସି ଫ୍ରଡ୍ ନମ୍ବର! କିନ୍ତୁ ଚିନ୍ତା କରନ୍ତୁ ନାହିଁ,…