‘୨୦୨୬ରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ମମତା ବାନାର୍ଜୀ’
କୋଲକାତା: ବିଧାୟକ ହୁମାୟୁଁ କବୀର ତୃଣମୂଳ କଂଗ୍ରେସରୁ ନିଲମ୍ବିତ ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି। କବୀର କହିଛନ୍ତି, "ମମତା ରାଜ୍ୟରେ ଆରଏସଏସ ପାଇଁ କାମ କରୁଛନ୍ତି ଏବଂ ୨୦୨୬ରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ।" ଟିଏମସି…