ବଜ୍ରପାତ ସହ ମାଡ଼ିଆସୁଛି ୫୦ କିଲୋମିଟର ବେଗର ଝଡ଼; ୧୬ ଜିଲ୍ଲା ପାଇଁ ଆଗାମୀ କିଛି ଘଣ୍ଟା ଆର୍ଲଟ
ଭୁବନେଶ୍ୱର: ଗୋଟିଏ ପଟେ ଅସହ୍ୟ ଗରମ ଏବଂ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳୁଥିବା ବେଳେ ଅନ୍ୟପଟେ କିନ୍ତୁ ଆଗାମୀ କିଛି ଘଣ୍ଟା ରାଜ୍ୟର ଅଧାରୁ ଅଧିକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନା…