ବିହାର ପାଇଁ ବିଜେପିର ସୁପର୍ ପ୍ଲାନ, ନିର୍ବାଚନ ଲଢ଼ିବେ ତିନି ସାଂସଦ
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ୨୦୨୫ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏକ ବଡ଼ ରଣନୀତି କରିଛି। ଏହା ଏକ ଏମିତି ରଣନୀତି ଯେଉଁଥିରେ ଦଳ କେବଳ ସ୍ଥାନୀୟ ନେତାମାନଙ୍କ ଉପରେ ନିର୍ଭର ରହିବାକୁ ଚାହୁଁନାହି, ବରଂ ନିଜର ତିନି ସାଂସଦଙ୍କୁ ବିଧାନସଭା ନିର୍ବାଚନରେ ମୈଦାନରେ…