Latest Odisha News

BREAKING NEWS

ପ୍ରେମରେ ପଡିଛନ୍ତି କି ତିଳକ ବର୍ମା

ମୁମ୍ବାଇ: ଆଇପିଏଲ ଚାଲିଥିବମାନେ ତାହା ସହିତ ସମାନ୍ତରଳ ଭାବେ ପ୍ରେମ କାହାଣୀ ସୃଷ୍ଟି ହୋଇଥାଏ । ପ୍ରତ୍ୟେକ ସଂସ୍କରଣରେ ଏ ଭଳି ଅନେକ ପ୍ରେମ କାହାଣୀ ତିଆରି ହୋଇଥାଏ । ଏହା ମଧ୍ୟରେ କେତେକ ସତ ହୋଇଥିବା ବେଳେ ଅଧିକାଂଶ ଗୁଜବ ସାବ୍ୟସ୍ତ ହୋଇଥାଏ । ଏବେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର…

ଛାତ୍ରଛାତ୍ରୀଙ୍କ ପାଇଁ ପୁନଃ ମୂଲ୍ୟାୟନ ଫି’ ହ୍ରାସ କଲା CBSE

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସମ୍ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କପି ଯାଞ୍ଚ ବିବାଦ ଏବଂ ମାର୍କିଂ ସମ୍ପର୍କରେ ଉଠାଯାଇଥିବା ପ୍ରଶ୍ନ ମଧ୍ୟରେ ବୋର୍ଡ ଘୋଷଣା କରିଛି ଯେ ଛାତ୍ରଛାତ୍ରୀମାନେ ଏବେ ମାତ୍ର ୧୦୦ ଟଙ୍କାରେ…

‘ଆମ ବସ’ ଚକା ଜାମ୍: ଦରମା ବୃଦ୍ଧି ଓ EPF ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ, ହନ୍ତସନ୍ତ ଯାତ୍ରୀ

ରାଉରକେଲା: ସହରରେ ସାଧାରଣ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ‘ଆମ ବସ’ ସେବାରେ ନିୟୋଜିତ ଥିବା ଡ୍ରାଇଭର ଓ କର୍ମଚାରୀମାନେ ଅଚାନକ ଆନ୍ଦୋଳନକୁ ଓହ୍ଲାଇବା ଯୋଗୁଁ ସହରରେ ବସ୍ ଚଲାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦରମା ବୃଦ୍ଧି ଏବଂ କର୍ମଚାରୀ…

ଆଇପିଏଲରେ କୋହଲିଙ୍କ ଆଉ ଏକ ଉପଲବ୍ଧି

ବେଙ୍ଗାଲୁର: ଚଳିତ ଆଇପିଏଲରେ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପକ୍ଷରୁ ସେ ୫୦୦ରୁ ଊର୍ଦ୍ଧ୍ୱ ସ୍କୋର ସଂଗ୍ରହ କରିଛନ୍ତି । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ କୋହଲି ୩୭ ବଲରେ ୫୮ ରନ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଆରସିବି ୨୨୨ ରନ…

OCS Preliminary Exam:ଓସିଏସ୍‌ ପ୍ରିଲିମ୍‌ନାରୀ ପରୀକ୍ଷା ଏହି ଦିନ ହେବ..ଆସନ୍ତା ୩୦ ତାରିଖରୁ ଆଡମିଟ୍ କାର୍ଡ ପାଇବେ…

କଟକ: ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ୍)-୨୦୨୬ର ପ୍ରାଥମିକ (ପ୍ରିଲିମନାରୀ) ପରୀକ୍ଷା ଆସନ୍ତା ଜୁନ୍ ୭ତାରିଖରେ ଅନୁଷ୍ଠିତ ହେବ । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି ) ଦ୍ୱାରା ପରିଚାଳିତ ହୋଇଥାଏ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା । ରାଜ୍ୟର ୬ଟି ଜୋନ ଯଥା କଟକ, ଭୁବନେଶ୍ୱର, ବାଲେଶ୍ୱର,…

‘ମୁଁ ଏତେ ତଳକୁ ଖସି ଯାଇ ନାହିଁ…’ : ବିଜୟଙ୍କ ପ୍ରତି ଈର୍ଷା କରୁଥିବା ଗୁଜବକୁ ନେଇ ଅସନ୍ତୋଷ…

ଚେନ୍ନାଇ: ଥାଲାପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ସୋସିଆଲ ମିଡିଆରେ ଏକ ଗୁଜବ ସୃଷ୍ଟି ହୋଇଛି। କିଛିଦିନ ତଳେ ସାଉଥ ସୁପରଷ୍ଟାର ରଜନୀକାନ୍ତ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଭେଟିଥିଲେ। ଯହାକୁ ନେଇ ରାଜ୍ୟରେ ନାନା ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ…

ଇନ୍ଧନ ସଙ୍କଟ ମଧ୍ୟରେ ଦେଶ ପାଇଁ ଭଲ ଖବର: ହର୍ମୁଜ୍ ପାର ହୋଇ ଗୁଜୁରାଟ ପହଞ୍ଚିଲା ଭାରତୀୟ LPG ଟ୍ୟାଙ୍କର୍

ନୂଆଦିଲ୍ଲୀ: ଦେଶର ଏଲପିଜି ଯୋଗାଣ ସମସ୍ୟା ମଧ୍ୟରେ, ଏକ ଭଲ ଖବର ସାମ୍ନାକୁ ଆସିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ହେତୁ ସୃଷ୍ଟି ହୋଇଥିବା ରନ୍ଧନ ଗ୍ୟାସ୍ (LPG) ସଙ୍କଟକୁ ଦୂର କରିବା ପାଇଁ ଭାରତୀୟ ଜାହାଜ ଗୁଜୁରାଟରେ ପହଞ୍ଚିଛି। ଏହି ପଦକ୍ଷେପ ଦେଶରେ LPG ଯୋଗାଣକୁ ସ୍ୱାଭାବିକ କରିବାରେ…

ରାଜ୍ୟରେ ୪୧° ଛୁଇଁଲା ତାପମାତ୍ରା; ଜାଣନ୍ତୁ କେଉଁଠି କେତେ…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ରବିବାର ଅପରାହ୍ନ ୨.୩୦ ସୁଦ୍ଧା ଓଡ଼ିଶାର ଦୁଇଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସରୁ ଅଧିକ ବୃଦ୍ଧି ପାଇଛି। ଝାରସୁଗୁଡ଼ା ୪୧ ଡିଗ୍ରୀ ସେଲସିୟସ୍ ସହିତ ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ତା’ପରେ ସମ୍ବଲପୁର ୪୦ ଡିଗ୍ରୀ…

କଂଗ୍ରେସ କାର୍ଯ୍ୟାଳୟରେ ଚୋରି, ଲଭ୍ ୟୁ ନୋଟ୍ ଛାଡିଲା ଚୋର

ନୂଆଦିଲ୍ଲୀ: ଛତିଶଗଡ଼ର ଅମ୍ବିକାପୁରରେ ଥିବା କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟ ରାଜୀବ ଭବନରେ ଏକ ଅଜବ ଚୋରି ଘଟିଛି। ଚୋରମାନେ ବାଥରୁମରୁ ଚମକଦାର ଟ୍ୟାପ୍ ଚୋରି କରିନେଇଛନ୍ତି। ପ୍ରାୟ ୭୨ଟି ଟ୍ୟାପ୍ (ନଳ) ଚୋରି ହୋଇଛି। ତେବେ ଖାସ୍ କଥା ହେଉଛି ଯେ ଚୋରି କରିବା ପରେ ଚୋରମାନେ ଚଟାଣରେ "ଲଭ୍…

Firing Attack: କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼;ଘଟଣାସ୍ଥଳରୁ ଖୋକା ଜବତ

ସୁନ୍ଦରଗଡ଼:ସୁନ୍ଦରଗଡ଼ ଟାଉନ ଥାନା ମିଶନ ରୋଡରେ ଗୁଳିମାଡ । କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ମା ତାରିଣୀ ଟ୍ରାନ୍ସପୋର୍ଟର ମାଲିକ ସଞ୍ଜୟ ନନ୍ଦଙ୍କ ଘର ଉପରକୁ ରାତିରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତିରେ କାର୍ ରେ ଆସି ଗୁଳିମାଡ଼…