Latest Odisha News

BREAKING NEWS

ଖୋର୍ଦ୍ଧାରୁ ୫୦ ଲକ୍ଷର ବ୍ରାଉନ ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା: ନିଶା କାରବାର ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ୫୦୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ଏକ ସୂଚନା ଆଧାରରେ ଏନଫୋର୍ସମେଣ୍ଟ ଟିମ୍ ଗତକାଲି ରାତିରେ ଜାତୀୟ ରାଜପଥ ୧୬…

Deepika Padukone Flaunts Baby Bump: କୁନି ଅତିଥିଙ୍କୁ ସ୍ବାଗତ ପୂର୍ବରୁ ନୂଆ ଘର ପରିଦର୍ଶନ କଲେ ଦୀପିକା-ରଣଭୀର,…

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ମାତୃତ୍ୱ ଏବଂ ତାଙ୍କର ଦ୍ୱିତୀୟ ପ୍ରେଗନାନ୍ସି ଉପଭୋଗ କରୁଛନ୍ତି। ଏହି ଯାତ୍ରାରେ ରଣବୀର ସିଂହ ତାଙ୍କୁ ପ୍ରତ୍ୟେକ ପଦକ୍ଷେପରେ ସମର୍ଥନ କରୁଛନ୍ତି। ସମ୍ପ୍ରତି, ଦୁହେଁ ସେମାନଙ୍କ ନୂତନ ଘରେ ଦେଖାଯାଇଛନ୍ତି। ଦ୍ବିତୀୟ କୁନି…

‘ଦୀଘା ଜଗନ୍ନାଥ ଧାମ’ ହଟାଇବାକୁ ଶୁଭେନ୍ଦୁଙ୍କୁ ମୋହନଙ୍କ ଚିଠି

ଭୁବନେଶ୍ୱର: ‘ଦୀଘା ଜଗନ୍ନାଥ ଧାମ’ ନାମକରଣ ପରିବର୍ତ୍ତନ ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ‘ଦୀଘା ଜଗନ୍ନାଥ ଧାମ’ ବଦଳରେ ‘ଶ୍ରୀଜଗନ୍ନାଥ ମନ୍ଦିର, ଦୀଘା’ ଲେଖିବାକୁ…

ହୃଦଘାତରେ ସେବାୟତଙ୍କ ମୃତ୍ୟୁ, ରଥ ନିର୍ମାଣରେ ନିୟୋଜିତ ଥିଲେ…

ପୁରୀ: ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜଣେ ସେବାୟତଙ୍କ ମଙ୍ଗଳବାର ଦିନ ହୃଦଘାତରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଭୋଇ ସେବକ ଧୋବା ଭୋଇ। ଯିଏକି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ନିର୍ମାଣରେ ନିୟୋଜିତ ଥିଲେ। ସୂଚନା ଅନୁଯାୟୀ, ସେ ସକାଳେ ପ୍ରବଳ ଛାତିରେ…

ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଉଡ଼ା ଖବର ବୋଲି କହିଲେ ବଦ୍ରି ପାତ୍ର

ଭୁବନେଶ୍ୱର: ନିର୍ବାଚନରେ ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଭି କେ ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ଆର କାର୍ତ୍ତିକେୟନ ଖୁବଶୀଘ୍ର ବିଜୁ ଜନତା ଦଳରେ ଯୋଗ ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଏହି ଚର୍ଚ୍ଚାକୁ ଉଡା ଖବର ବୋଲି…

ବିଦେଶ ମାଟିରେ ଚମକିବ ଭାରତର ଗୌରବ

ମୁମ୍ବାଇ: ବିଦେଶ ମାଟିରେ ପୁଣି ଚମକିବ ଭାରତର ଗୌରବ। ଭାରତର ମହାନ ବୀର ଯୋଦ୍ଧା ତଥା ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ମୃତିରେ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଯାଉଛି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦେଶ ଇସ୍ରାଏଲ୍। ହିନ୍ଦୁ ସାମ୍ରାଜ୍ୟ ଦିବସ…

ଖାନ୍ ସାରଙ୍କୁ ଆଶ୍ୱସ୍ତି; ଜ୍ଞାନ ବିନ୍ଦୁ କୋଚିଂ ନିର୍ଦ୍ଦେଶକ ରୋଶନ ଆନନ୍ଦଙ୍କ ଜାମିନ ଆବେଦନ ଖାରଜ

ପାଟନା: ପାଟନା କୋଚିଂ ବିବାଦ ଏବଂ ଗୁଳିକାଣ୍ଡ ମାମଲାରେ ଏକ ବଡ଼ ଖବର ଆସିଛି । ପାଟନାର ଜିଲ୍ଲା ସେସନ୍ସ କୋର୍ଟ ଜ୍ଞାନ ବିନ୍ଦୁ କୋଚିଂର ନିର୍ଦ୍ଦେଶକ ରୋଶନ ଆନନ୍ଦଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି । ଏହି ମାମଲାର ଶୁଣାଣି ସୋମବାର ହୋଇଥିଲା । ଶୁଣାଣି ପରେ କୋର୍ଟ ତାଙ୍କ ନିଷ୍ପତ୍ତି…

NEET UG 2026: ୧୮ ସ୍ଥାନରେ ବାୟୁସେନା ପହଞ୍ଚାଇବ ପ୍ରଶ୍ନପତ୍ର, ଲକଡାଉନରେ ପରୀକ୍ଷା ସହିତ ଜଡିତ କର୍ମଚାରୀ…ଏହି ଦିନ…

ନୂଆଦିଲ୍ଲୀ: ଏଥର ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET UG 2026 ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି (NTA) ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଆସନ୍ତା ଜୁନ୍ ୨୧ରେ ହେବାକୁ ଥିବା ପୁନଃପରୀକ୍ଷାକୁ ସମ୍ପୂର୍ଣ୍ଣ ସୁରକ୍ଷିତ, ଲିକ୍-ପ୍ରୁଫ୍ ଏବଂ ସ୍ୱଚ୍ଛ କରିବା ପାଇଁ ସରକାର…

ମୁମ୍ବାଇ ଟି-୨୦ ଲିଗରେ ଅର୍ଜୁନ ତେନ୍ଦୁଲକରଙ୍କ କମାଲ ୩ଟି ୱିକେଟ ନେବା ପରେ ମାରିଲେ ଦମଦାର ଅର୍ଦ୍ଧଶତକ

ମୁମ୍ବାଇ: କ୍ରିକେଟ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୈଦାନରେ ନିଜର ଦମଦାର ଅଲରାଉଣ୍ଡ ପ୍ରଦର୍ଶନ ଦେଖାଇଛନ୍ତି। ଚାଲିଥିବା ମୁମ୍ବାଇ ଟି-୨୦ ଲିଗର ଏକ ମ୍ୟାଚରେ ସେ ପ୍ରଥମେ ବୋଲିଂରେ ଚମତ୍କାର କରି ୩ଟି ୱିକେଟ ହାସଲ କରିଥିଲେ। ଏହାପରେ ବ୍ୟାଟିଂରେ ମଧ୍ୟ…

ଦେବେଗୌଡ଼ାଙ୍କୁ ରାଜ୍ୟସଭା ଟିକେଟ୍ ଦେବାକୁ ମନା କଲା ବିଜେପି

ଭୁବନେଶ୍ବର: ଜନତା ଦଳ (ସେକ୍ୟୁଲାର) ର ଜାତୀୟ ସଭାପତି ଦେବେଗୌଡ଼ାଙ୍କୁ ବିଜେପି ପୁଣିଥରେ ରାଜ୍ୟସଭାକୁ ଯିବା ପାଇଁ ସୁଯୋଗ ଦେଇନାହିଁ। ଏଥର ହୁବ୍ବଳୀର ପଛୁଆ ବର୍ଗର ନେତା ପ୍ରଫେସର ଏମ୍. ନାଗରାଜାଙ୍କୁ ବିଜେପି ଟିକେଟ୍‌ରେ ନିର୍ବାଚନ ମଇଦାନକୁ ଓହ୍ଲାଇଛି, ଫଳରେ ଦେବେଗୌଡ଼ାଙ୍କ ୬ ଦଶନ୍ଧି ଧରି…