Latest Odisha News

BREAKING NEWS

ବିଲୁପ୍ତପ୍ରାୟ ଶସ୍ୟର ପୁନଃରୁଦ୍ଧାର ପାଇଁ ୨୪୭.୦୨୪ କୋଟି ଟଙ୍କାର ବୁଝାମଣାପତ୍ର ସ୍ଵାକ୍ଷର

ଭୁବନେଶ୍ୱର: ଜୈବ ବିବିଧତାରେ ପରିପୂର୍ଣ୍ଣ ଓଡ଼ିଶାର ଖାଦ୍ୟ ଶସ୍ୟର ଏକ ଅନନ୍ୟ ପରିଚୟ ରହିଛି ନିଜର ପୁଷ୍ଟିକର ଓ ସ୍ୱାସ୍ଥ୍ୟପ୍ରଦ ଗୁଣବତ୍ତା ପାଇଁ । ସମୟକ୍ରମେ ଏଥିରୁ କିଛି ଖାଦ୍ୟ ବିସ୍ମୃତ ଓ ବିଲୁପ୍ତ ପ୍ରାୟ ଅବସ୍ଥାରେ ପହଁଚିଛି। ଏହାର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଓଡ଼ିଶା ସରକାର ଆଗେଇ…

Severe Accident: ଲକ୍ଷ୍ମୀ ବସ୍ ଓ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ଯୁବକ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଲକ୍ଷ୍ମୀ ବସ୍ ଓ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ସୋରଡ଼ା ବ୍ଲକ ଅସୁରବନ୍ଧ ପଞ୍ଚାୟତ ମାଣିଆକାଠି ଗ୍ରାମର ଟିଲୁ ଗୌଡ଼, ଶଙ୍କର ଗୌଡ଼, ସିଲୁ…

ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ ପ୍ରସଙ୍ଗ;ଜାତୀୟ ଅନୁସୂଚିତ ଜାତି ଆୟୋଗର ହସ୍ତକ୍ଷେପ ଲୋଡିଲା ବିଜେଡି

ଭୁବନେଶ୍ୱର: ଗୁରୁବାର ଜାତୀୟ ଅନୁସୂଚିତ ଜାତି ଆୟୋଗର ମାନ୍ୟବର ଅଧ୍ୟକ୍ଷଙ୍କୁ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସ୍ମାରକପତ୍ର ପ୍ରଦାନ କରିଛି । ଓଡିଶାର ବିଭିନ୍ନ ଜିଲ୍ଲାରେ ଆଦିବାସୀ ମହିଳା ଓ ନାବାଳିକାଙ୍କ ଉପରେ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ଅତ୍ୟାଚାର ଘଟଣାକୁ ନେଇ ଗଭୀର…

ଭୁବନେଶ୍ୱରରେ ହେବ ୨୦୨୮ ୱାର୍ଲ୍ଡ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନଶିପ

ନୂଆଦିଲ୍ଲୀ: ଓଡିଶାର କ୍ରୀଡାପ୍ରେମୀଙ୍କ ପାଇଁ ଖୁସୀ ଖବର । ୨୦୨୮ ୱାର୍ଲ୍ଡ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନଶିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । କଳିଙ୍ଗ ଷ୍ଟାଡିୟମ ଇଣ୍ଡୋର କମ୍ପେ୍ଲକ୍ସରେ ମାର୍ଚ୍ଚ ୨୪ ଓ ୨୫ରେ ଜାତୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନଶିପ ଆୟୋଜିତ ହେବ ।…

ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି । ଜନଗଣନା ସଚେତନତାକୁ ଅଧିକ ପ୍ରଭାବୀ କରିବେ ବାଲୁକା ଶିଳ୍ପୀ ସୁଦର୍ଶନ। ବାଲୁକା କଳା ମଧ୍ୟରେ ସେ ଲୋକଙ୍କୁ ସଚେତନ କରାଇବେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ…

ଚେନ୍ନାଇକୁ ବଡ ଝଟକା, ଓହରି ପାରନ୍ତି ପେସ ବୋଲର ଏଲିସ

ଚେନ୍ନାଇ: ଆଇପିଏଲ ୨୦୨୬ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ବଡ ଝଟକା ଲାଗିଛି । ପେସ ବୋଲର ନାଥାନ ଏଲିସ ଟୁର୍ଣ୍ଣାମେଟରୁ ଓହରି ଯାଇ ପାରନ୍ତି । ଅଷ୍ଟ୍ରେଲିଆର ଏହି ଯୁବ ପେସ ବୋଲର ବିଗ ବ୍ୟାଶ ଲିଗ ଅବସରରେ ଆଘାତପ୍ରାପ୍ତ ହୋଇଥିଲେ । ସେ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନାହାନ୍ତି । ଡାକ୍ତର…

‘ମୋ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସହ ମୋର ଲଢ଼େଇ…ମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଲି’

ଭୁବନେଶ୍ବର:କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଲେ ସୁବାସିନୀ ଜେନା । ସୁବାସିନୀ ଜେନା କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି ।ଗୋଟିଏ ଭୋଟ୍‌ ସଂତୃପ୍ତ ମିଶ୍ରଙ୍କୁ ଦେଇଛି ।ଦ୍ବିତୀୟ ଭୋଟଟି ଦିଲ୍ଲୀପ ରାୟଙ୍କୁ ଦେଇଛି। ଦିଲ୍ଲୀପ…

‘ପଖାଳ ପର୍ବ’ ୨୦୨୬ ଉଦଘାଟିତ; ଓଡ଼ିଶାର ରୋଷେଇ ପରମ୍ପରାର ୨ ଦିନିଆ ଉତ୍ସବ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ରୋଷେଇ ଶୈଳୀ ଓ ପରମ୍ପରାକୁ ସମ୍ମାନ ଜଣାଇ ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଦୁଇ ଦିନିଆ 'ପଖାଳ ପର୍ବ' ଉଦଘାଟିତ ହୋଇଯାଇଛି। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଏହି ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ…

ପୂନର୍ବାର ବାପା ମାଆ ହେଲେ ଦୀନେଶ, ଦୀପିକା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତିକ ଏବଂ ତାଙ୍କ ପତ୍ନୀ ଦୀପିକା ପାଲିକଲ ତୃତୀୟ ସନ୍ତାନର ବାପା ମାଆ ହୋଇଛନ୍ତି । ସେମାନେ ଏହି ଖୁସୀ ଖବର ପ୍ରଶଂସକମାନଙ୍କ ସହ ଶେୟାର କରିଛନ୍ତି । ଝିଅର ନାମ ସେମାନେ ରାହା ପାଲିକଲ କାର୍ତିକ ରଖିଛନ୍ତି ।…

ଏହି ୩ଟି ଷ୍ଟେସନରେ ଟ୍ରେନଗୁଡ଼ିକର ପରୀକ୍ଷାମୂଳକ ରହଣି ନେଇ ଅନୁମୋଦନ କରିଛି ରେଳ ମନ୍ତ୍ରଣାଳୟ

ଭୁବନେଶ୍ୱର: ଦୀର୍ଘ ଦିନର ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ଏବଂ ଏହି ଅଞ୍ଚଳରେ ରେଳ ସଂଯୋଗୀକରଣକୁ ଉନ୍ନତ କରିବା ଉଦ୍ଦେଶ୍ୟରେ, ରେଳ ମନ୍ତ୍ରଣାଳୟ ହରିଶ୍ଚନ୍ଦ୍ରପୁରମ ପିଏଚ୍, ମନ୍ଦାସା ରୋଡ୍ ଏବଂ ପାତପଟନମ୍ ରେଳ ଷ୍ଟେସନରେ ପରୀକ୍ଷାମୂଳକ ଭାବରେ କିଛି ଯାତ୍ରୀବାହୀ ପାସେଞ୍ଜର ଏବଂ…