ଅଗରକର ଦେଲେ ଇସ୍ତଫା ପତ୍ର: ଚିଫ୍ ସିଲେକ୍ଟର ପଦରୁ ଓହରିବାକୁ ନେଇଛନ୍ତି ନିଷ୍ପତ୍ତି
ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ର ଚିଫ୍ ସିଲେକ୍ଟର (ମୁଖ୍ୟ ଚୟନକର୍ତ୍ତା) ଅଜିତ ଅଗରକର ନିଜ ପଦରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଗରକର ବିସିସିଆଇକୁ ଚିଠି ଲେଖି ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ଅକ୍ଟୋବର ୪ରେ ତାଙ୍କର ଚଳିତ କାର୍ୟ୍ୟକାଳ ଶେଷ ହେବା ପରେ ସେ ଏହି ପଦବୀରେ…