Latest Odisha News

BREAKING NEWS

ଅଜବ ଘଟଣା: ଡାକ୍ତର ଗଲେ କୋର୍ଟ, ରୋଗୀ ଦେଖି ଔଷଧ ଲେଖିଲେ ଡ୍ରାଇଭର!

କାନପୁର: ଉତ୍ତରପ୍ରଦେଶର କାନପୁରସ୍ଥିତ ଏକ ସରକାରୀ ଡାକ୍ତରଖାନାରୁ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ନଗ୍ନ ଓ ଆଶ୍ଚର୍ଯ୍ୟଜନକ ଚିତ୍ର ପଦାକୁ ଆସିଛି । ଗରିବ ତଥା ସାଧାରଣ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବା ଆଶାରେ ସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ବେଳେ ଏଠାରେ ରୋଗୀଙ୍କ…

୧୦୦ ବର୍ଷ ପରେ ବୈଜ୍ଞାନିକଙ୍କ ବଡ଼ ସଫଳତା: ମିଳିଲା ନୂଆ ପ୍ରଜାତିର ବିଲେଇ, ଦେଖିବାକୁ ଠିକ୍ କଲରାପତ୍ରିଆ ବାଘ ପରି

ନୂଆଦିଲ୍ଲୀ: ଦୀର୍ଘ ୧୦୦ ବର୍ଷରୁ ଅଧିକ ସମୟର ବ୍ୟବଧାନ ପରେ ବୈଜ୍ଞାନିକମାନେ ଏକ ନୂତନ ପ୍ରଜାତିର ଜଙ୍ଗଲୀ ବିଲେଇ ଆବିଷ୍କାର କରିଛନ୍ତି । ଦକ୍ଷିଣ ଆମେରିକାର ବୋଲିଭିଆ ସ୍ଥିତ ଆଣ୍ଡିଜ୍ ପର୍ବତମାଳା ଓ ଆମାଜନ ଅବବାହିକା ମଧ୍ୟରେ ଥିବା 'ୟୁଙ୍ଗାସ' ରହସ୍ୟମୟ ଜଙ୍ଗଲରେ ଏହି ବିରଳ ବିଲେଇର ସନ୍ଧାନ…

ବିଶ୍ୱ ବଜାରକୁ ବଡ଼ ଝଟକା: ସାଉଦି ଆରବର ଅଶୋଧିତ ତୈଳ ଉତ୍ପାଦନରେ ରେକର୍ଡ ହ୍ରାସ, ବଢ଼ିପାରେ ତେଲ ଦର

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଏବଂ ଯୁଦ୍ଧର ପ୍ରଭାବ ଏବେ ବିଶ୍ୱ ତୈଳ ବଜାର ଉପରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଲାଣି । ବିଶ୍ୱର ଅନ୍ୟତମ ପ୍ରମୁଖ ଅଶୋଧିତ ତୈଳ ଉତ୍ପାଦନକାରୀ ଦେଶ ସାଉଦି ଆରବର ତୈଳ ଉତ୍ପାଦନ ୧୯୯୦ ମସିହା ପରଠାରୁ ସର୍ବନିମ୍ନ ସ୍ତରରେ…

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିର୍ବାଚନ: ଏବିଭିପିର ବାଜିମାତ୍, ୪ରୁ ୩ ପ୍ରମୁଖ ପଦବୀ ହାତେଇଲା

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ୨୦୨୬ ର ବହୁ ପ୍ରତୀକ୍ଷିତ ଫଳାଫଳ ପ୍ରକାଶ ପାଇଛି । ଦୀର୍ଘ ୨୦ ରାଉଣ୍ଡ ଭୋଟ୍ ଗଣତି ପରେ ଆସିଥିବା ଏହି ଫଳାଫଳରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁଣିଥରେ ନିଜର ଦବଦବା ଜାହିର କରିଛି ।…

Headmaster suspended:ମହଙ୍ଗା ପଡିଲା ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ;ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର: ପ୍ରଧାନଶିକ୍ଷକଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ କରିବା ପଡିଲା ମହଙ୍ଗା । ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ କରିବା ମହଙ୍ଗା ପଡିଛି । ଏହି…

Car Swept Away:ଭାସିଯାଇ ଓଡ଼ିଆ ପର୍ଯ୍ୟଟକ;ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନାଳକୁ ଖସିଗଲା କାର , ୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୭ ଓଡ଼ିଆ ଶ୍ରଦ୍ଧାଳୁ ରହିଛନ୍ତି । କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ ପରିଚୟ ମିଳିଛି । ଏମାନେ ଭୁବନେଶ୍ବର ଜୟଦେବ ବିହାରର ଢାବା…

ST status: ଧର୍ମ ବଦଳାଇଲେ ବି ମିଳିବ କି ST ଅଧିକାର? ଜାଣନ୍ତୁ କ’ଣ କହିଲେ କୋର୍ଟ…

ନୂଆଦିଲ୍ଲୀ: ଧର୍ମ ବଦଳିଲେ କ’ଣ ଜଣେ ଆଦିବାସୀ ନିଜର ST ମାନ୍ୟତା ଓ ଅଧିକାର ହରାଇବେ? ଏହି ପ୍ରଶ୍ନ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଆଲାହାବାଦ ହାଇକୋର୍ଟ। କୋର୍ଟ କହିଛନ୍ତି, କେବଳ ଧର୍ମ ପରିବର୍ତ୍ତନ କରିଦେଲେ ମାତ୍ର ଜଣେ ବ୍ୟକ୍ତିଙ୍କର ST ମାନ୍ୟତା ଆପେଆପେ ଶେଷ ହୋଇଯାଏ ନାହିଁ।…

‘Arnab’ cyclone: ସମ୍ଭାବ୍ୟ ବାତ୍ୟା ନାଁ ‘ଅର୍ଣ୍ଣବ’! ଜାଣନ୍ତୁ ଓଡ଼ିଶା ପାଇଁ କେତେ ବିପଦ?

ଭୁବନେଶ୍ବର: ପୁଣି ହେବ କି ଅକ୍ଟୋବରରେ ବାତ୍ୟା? ସମୁଦ୍ରରେ ଗୋଟାଉଛି ବଳ! ଆଣ୍ଡାମାନ ସାଗରରେ ଘନଉଛି ପାଣିପାଗର ନୂଆ ସିଷ୍ଟମ୍‌। ଏବେ ଏହା ଉପରେ ନଜର ରଖିଛି ପାଣିପାଗ ବିଭାଗ। ଆଇଏମଡି ଅନୁସାରେ, ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ପିସି କାରବାର: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, CBI ଉପରେ ଖପ୍ପା

ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ସରକାରୀ କର୍ମଚାରୀଙ୍କୁ ଦୋଷମୁକ୍ତ କଲେ ସୁପ୍ରିମକୋର୍ଟ । ଲାଞ୍ଚ ମାଗିବା ଅଭିୟୋଗରେ ବିଛାୟାଇଥିବା ଜାଲ ପରେ ଦଶନ୍ଧି ଦଶନ୍ଧିରୁ ଅଧିକ ସମୟ ହେବ ପଡିରହିଥିବା ପୁରୁଣା ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଜଣେ ସରକାରୀ କର୍ମଚାରୀଙ୍କୁ ଦୋଷମୁକ୍ତ କରିଛନ୍ତି ।…

ଏସବୁ ଗଣମାଧ୍ୟମ ସଂସ୍ଥାକୁ କାହିଁକି ବ୍ୟାନ କଲା ହ୍ୱାଇଟ୍ ହାଉସ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରୁ CNN, MS NOW ଏବଂ Politico ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଏହି ସଂଗଠନଗୁଡ଼ିକ ନିରନ୍ତର ନକଲି ଖବର ପ୍ରସାରଣ କରୁଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି ଯେ ଭବିଷ୍ୟତରେ…