Gold Rate Today: ମହାନବମୀରେ ପୁଣି ମହଙ୍ଗା ହେଲା ସୁନା ଦର…ଧନତେରାସ ପୂର୍ବରୁ ଲକ୍ଷେ ୧୮ ଟପିଲା…
ଭୁବନେଶ୍ବର: ମହାନବମୀ ଅବସରରେ ଆଜି ସୁନା ଦର ପୁଣି ବୃଦ୍ଧି ପାଇଛି। ଆଜି ସୁନାର ମୂଲ୍ୟ ୧୦୦୦ ରୁ ଅଧିକ ବୃଦ୍ଧି ପାଇଛି, ଯାହା ଦ୍ୱାରା ୧୦ ଗ୍ରାମ ସୁନାର ମୂଲ୍ୟ ୧,୧୮,୬୦୦ ହୋଇଛି।
୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପାଇଁ ୧,୨୦୦ ମହଙ୍ଗା ହୋଇଛି, ତେଣୁ ଆଜି ମୂଲ୍ୟ ୧,୧୮,୬୪୦ ହୋଇଛି,…