ରାଜଧାନୀରୁ ଅପହୃତ ଛାତ୍ରଙ୍କୁ ଧରି ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଡାକ୍ତରଖାନାରେ ଭର୍ତ୍ତି ହେଲେ ଆହତ ଛାତ୍ର
ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ଦୁଇ ନିଖୋଜ ଛାତ୍ରଙ୍କୁ ଗତକାଲି ଟିଟିଲାଗଡରୁ ଉଦ୍ଧାର କରିବା ପରେ ପାେଲିସର ଏକ ଟିମ ଉଭୟଙ୍କୁ ଧରି ଫେରୁଥିଲା । ହେଲେ ଆଜି ଫେରିବା ବାଟରେ ଏହି ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘରକୁ ଫେରିବା ବଦଳରେ ଦୁଇ…